ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକ୍‌

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍‌ ହ୍ୟାକ୍‌ ହୋଇଥିବା ଆଜି ସୂଚନା ମିଳିଛି। ୱେବସାଇଟ୍‌ ଖୋଲିଲେ ବିଭ୍ରାନ୍ତିକର ବାର୍ତ୍ତା ବାହାରୁଛି। ନିଜକୁ ପାକିସ୍ତାନୀ ହ୍ୟାକର୍‌ ଟିମ୍‌ ବୋଲି ହ୍ୟାକର୍‌ ମେସେଜ୍‌ ଦେଇଛି। ‘ପାକ୍‌ ସାଇବର୍‌ ଆଟାକର୍ସ’ ୱେବସାଇଟ୍ ହ୍ୟାକ୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ଜିନ୍ଦାବାଦ୍ ବୋଲି ବାର୍ତ୍ତା ରହିଛି। ୱେବସାଇଟ୍‌ ହ୍ୟାକ୍‌ କରିଥିବାରୁ  ନିଜକୁ ମହାନ୍‌ ବୋଲି ହ୍ୟାକ୍‌ର କହିଛି। ପାକିସ୍ତାନର ସମସ୍ତ ହ୍ୟାକରଙ୍କୁ ହୋମପେଜ୍‌ରେ ବଧେଇ ଦେଇଛି। ତେବେ ପ୍ରକୃତରେ କିଏ ୱେବସାଇଟ୍ ହ୍ୟାକ୍ କରିଛି ଜଣାପଡ଼ିନାହିଁ। […]

bbsr

bbsr

Rakesh Mallick
  • Published: Tuesday, 03 May 2016
  • Updated: 06 May 2016, 06:11 AM IST

Sports

Latest News

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଅଫିସିଆଲ୍ ୱେବସାଇଟ୍‌ ହ୍ୟାକ୍‌ ହୋଇଥିବା ଆଜି ସୂଚନା ମିଳିଛି। ୱେବସାଇଟ୍‌ ଖୋଲିଲେ ବିଭ୍ରାନ୍ତିକର ବାର୍ତ୍ତା ବାହାରୁଛି। ନିଜକୁ ପାକିସ୍ତାନୀ ହ୍ୟାକର୍‌ ଟିମ୍‌ ବୋଲି ହ୍ୟାକର୍‌ ମେସେଜ୍‌ ଦେଇଛି। ‘ପାକ୍‌ ସାଇବର୍‌ ଆଟାକର୍ସ’ ୱେବସାଇଟ୍ ହ୍ୟାକ୍‌ କରିଥିବା ଜଣାପଡ଼ିଛି। ପାକିସ୍ତାନ ଜିନ୍ଦାବାଦ୍ ବୋଲି ବାର୍ତ୍ତା ରହିଛି। ୱେବସାଇଟ୍‌ ହ୍ୟାକ୍‌ କରିଥିବାରୁ  ନିଜକୁ ମହାନ୍‌ ବୋଲି ହ୍ୟାକ୍‌ର କହିଛି। ପାକିସ୍ତାନର ସମସ୍ତ ହ୍ୟାକରଙ୍କୁ ହୋମପେଜ୍‌ରେ ବଧେଇ ଦେଇଛି। ତେବେ ପ୍ରକୃତରେ କିଏ ୱେବସାଇଟ୍ ହ୍ୟାକ୍ କରିଛି ଜଣାପଡ଼ିନାହିଁ।

ହ୍ୟାକ୍‌ ପରେ ସାମୟିକ ଭାବେ ୱେବସାଇଟ୍‌କୁ ବନ୍ଦ କରି ଦିଆଯାଇଛି, ସଂଶୋଧନ ପରେ ପୁନଃ ଚାଲୁ କରାଯିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍‌ ନେଇ କୌଣସି ଅଭିଯୋଗ ଆସି ନାହିଁ ବୋଲି ସ୍ପେଶାଲ୍ ଡିଜି କ୍ରାଇମ୍ ବିକେ ଶର୍ମା କହିଛନ୍ତି। ତେବେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ୱେବସାଇଟ୍ ହ୍ୟାକରର ସୂଚନା ମିଳିଛି। ହ୍ୟାକ୍‌ରେ ଫିଲିପାଇନ୍ସର ଏକ ଟେଲିଫୋନ୍ କମ୍ପାନୀ ସମ୍ପୃକ୍ତ ରହିଛି।  ସମ୍ପୃକ୍ତ କମ୍ପାନୀ ସର୍ଭର ନେଇ ତଥ୍ୟ ଦେଉନାହିଁ। ଡିପ୍ଲୋମାଟିକ୍ ୱେରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ଏପ୍ରିଲ୍ ୨୦ ତାରିଖରେ  ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ୱେବସାଇଟ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଥିଲା।

ୱେବସାଇଟ୍‌ ହ୍ୟାକ ହେବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପୋଲିସ ଡିଜି କେ.ବି. ସିଂହ। ସେ କହିଛନ୍ତି, “ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ପାଇଁ ୱେବସାଇଟ୍‌ ହ୍ୟାକ୍‌ ହୋଇଥିବ।”

ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଓୟୁଏଟିର ୱେବ୍‌ସାଇଟ୍, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜ୍‌ର ୱେବ୍‌ସାଇଟ୍ ଓ ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ କଂଗ୍ରେସ ନାମକ ଏକ ବେସରକାରୀ ସଂସ୍ଥାର ୱେବସାଇଟ୍‌ ହ୍ୟାକ୍ କରାଯାଇଥିବା ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story