ଉତ୍କଳ ଆଲୁମିନାର ଉପାଧ୍ୟକ୍ଷ ଏସ୍ ସତ୍ୟନାରାୟଣଙ୍କୁ ମାଓବାଦୀଙ୍କ ହତ୍ୟା ଧମକ 

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ଅଞ୍ଚଳରେ ମାଓ ସଂଗଠନ ପକ୍ଷରୁ ଏକ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ୩ଜଣଙ୍କୁ ମୃତ୍ୟୁଦଣ୍ଡ ଧମକ ଦିଆଯାଇଛି। ଉତ୍କଳ ଆଲୁମିନା କମ୍ପାନିର ଭାଇସପ୍ରେସିଡେଣ୍ଟ ଏସ୍.ସତ୍ୟନାରାୟଣଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେବା ସହ ମୃତ୍ୟୁଦଣ୍ଡର ଚେତାବନୀ ଦିଆଯାଇଛି। ସେହିପରି ସିକରପାଇର ୨ଜଣ ଗ୍ରାମବାସୀଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଧମକ ଦିଆଯାଇଛି। ସେପଟେ ମାଓବାଦୀଙ୍କ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

maoletter

maoletter

Rakesh Mallick
  • Published: Friday, 25 September 2015
  • Updated: 25 September 2015, 07:38 AM IST

[caption id="attachment_35286" align="alignleft" width="76"]maoletter ମାଓବାଦୀଙ୍କ ଚିଠି[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story