ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍(ବିଏସ୍ଏନ୍ଏଲ୍)ରେ ଇନ୍କ୍ୱାରୀ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୩୧ମେ ୨୦୧୮ପୂର୍ବରୁ ଆବେଦନ କରିପାରିବେ।
ପଦବୀ ସଂଖ୍ୟା- ୦୧ ପୋଷ୍ଟ
ଚାକିରି ସ୍ଥାନ- ନୂଆଦିଲ୍ଲୀ
ଶିକ୍ଷାଗତ ଯୋଗ୍ୟତା- ବିଏସ୍ଏନ୍ଏଲ୍ କିମ୍ବା ଏମ୍ଟିଏନ୍ଏଲ୍ରେ ଦୂରସଞ୍ଚାର ବିଭାଗ ନିର୍ଦ୍ଦେଶକ ପଦର ଆବସର ପ୍ରାପ୍ତ ଅଧିକାରୀ ଥିବେ।
ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।
କେମିତି କରିବେ ଆବେଦନ- ଇଚ୍ଛୁକ ପ୍ରାର୍ଥୀ ଆବେଦନ ଫର୍ମକୁ GM (Pers), BSNL Corporate Office, 4th Floor, Bharat Sanchar Bhawan, H.C.M. Lane, Janpath, New Delhi-110001 ଠିକଣାରେ ୩୧ମେ ପୂର୍ବରୁ ପଠାଇ ପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।