ସାଲିଆ ସାହିରେ ମୋଦି ସରକାରର ସଫଳତା ବଖାଣିଲେ ଭେଙ୍କିୟା

ଭୁବନେଶ୍ୱର: ଇଣ୍ଡିଆାନ ଅଏଲ୍ କର୍ପୋରେଶନ ଲିମିଟେଡ ପକ୍ଷରୁ ସାଲିଆ ସାହିରେ ଆୟୋଜିତ ବିଜେପିର ‘ସବକା ସାଥ୍ ଓ ସବକା ବିକାଶ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭେଙ୍କିୟା ନାଇଡୁ ଯୋଗଦେଇ ମୋଦି ସରକାରଙ୍କ ସଫଳତାର ହିସାବ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ ବର୍ଷ ଭିତରେ ସାଧାରଣ ଲୋକଙ୍କ ପାଇଁ କି କି କାର୍ଯ୍ୟକ୍ରମ ହାତକୁ ନେଇଛି ସେ ନେଇ ସୂଚନା ଦେଇଛନ୍ତି ଭେଙ୍କିୟା। ଭେଙ୍କିୟା ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା […]

bjp

bjp

Rakesh Mallick
  • Published: Monday, 12 June 2017
  • Updated: 12 June 2017, 05:24 PM IST

Sports

Latest News

ଭୁବନେଶ୍ୱର: ଇଣ୍ଡିଆାନ ଅଏଲ୍ କର୍ପୋରେଶନ ଲିମିଟେଡ ପକ୍ଷରୁ ସାଲିଆ ସାହିରେ ଆୟୋଜିତ ବିଜେପିର ‘ସବକା ସାଥ୍ ଓ ସବକା ବିକାଶ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଭେଙ୍କିୟା ନାଇଡୁ ଯୋଗଦେଇ ମୋଦି ସରକାରଙ୍କ ସଫଳତାର ହିସାବ ଦେଇଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ ବର୍ଷ ଭିତରେ ସାଧାରଣ ଲୋକଙ୍କ ପାଇଁ କି କି କାର୍ଯ୍ୟକ୍ରମ ହାତକୁ ନେଇଛି ସେ ନେଇ ସୂଚନା ଦେଇଛନ୍ତି ଭେଙ୍କିୟା।

ଭେଙ୍କିୟା ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଥିଲେ। କଂଗ୍ରେସ ଦଳ ‘ଥ୍ରୀ ଡି’ ଅର୍ଥାତ ଡିସଫେମ୍, ଡିଷ୍ଟର୍ବ ଓ ଡିସର୍ପଟରେ ବିଶ୍ୱାସ କରୁଥିବା ବେଳେ ବିଜେପି ‘ଗୋଟିଏ ଡି’ ବା ଡେଭଲପମେଣ୍ଟରେ ବିଶ୍ୱାସ କରେ ବୋଲି କହିଥିଲେ ଭେଙ୍କିୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos