ପ୍ରବୀଣ ତୋଗାଡିଆ ନିଖୋଜ୍‌ ହୋଇଯାଇଥିବା ଅଭିଯୋଗ, ପୋଲିସ କହୁଛି “ଆମେ ଜାଣିନୁ”

ଅହମଦାବାଦ୍‌: ବିଶ୍ୱ ହିନ୍ଦୁ ପରିଷଦ(BHP)ର ସଭାପତି ପ୍ରବୀଣ ଭାଇ ତୋଗାଡ଼ିଆ ନିଖୋଜ ହୋଇଯାଇଛନ୍ତି। ଏହି ଅଭିଯୋଗ କରିଛି ଭିଏଚ୍‌ପି । ସୋମବାର ସକାଳୁ ସେ ନିଖୋଜ ଥିବା ଦଳ ଅଭିଯୋଗ କରିବା ସହିତ ପୋଲିସ ଅଭିମୁଖ୍ୟକୁ ନେଇ ବିରୋଧ ପ୍ରଦର୍ଶନ କରିଛି। ଭିଏଚ୍‌ପି ପକ୍ଷରୁ କୁହାଯାଇଛି ରାଜସ୍ଥାନ ପୋଲିସ୍‌ ଏକ ଘଟଣାରେ ତୋଗାଡ଼ିଆଙ୍କୁ ଅଟକ ରଖିଥିଲା। କିନ୍ତୁ ପରେ ପୋଲିସ୍ ଏହାକୁ ଅସ୍ୱୀକାର କରୁଛି। ଅପରପକ୍ଷେ ପୋଲିସ୍‌ ଏକଥାକୁ ଅସ୍ୱୀକାର କରିଛି। ଲୋକାଲ୍ ସୋଲା ପୋଲିସ୍ ଷ୍ଟେସନ୍‌ […]

Togadia

Togadia

Rakesh Mallick
  • Published: Monday, 15 January 2018
  • Updated: 15 January 2018, 10:36 PM IST

Sports

Latest News

ଅହମଦାବାଦ୍‌: ବିଶ୍ୱ ହିନ୍ଦୁ ପରିଷଦ(BHP)ର ସଭାପତି ପ୍ରବୀଣ ଭାଇ ତୋଗାଡ଼ିଆ ନିଖୋଜ ହୋଇଯାଇଛନ୍ତି। ଏହି ଅଭିଯୋଗ କରିଛି ଭିଏଚ୍‌ପି । ସୋମବାର ସକାଳୁ ସେ ନିଖୋଜ ଥିବା ଦଳ ଅଭିଯୋଗ କରିବା ସହିତ ପୋଲିସ ଅଭିମୁଖ୍ୟକୁ ନେଇ ବିରୋଧ ପ୍ରଦର୍ଶନ କରିଛି। ଭିଏଚ୍‌ପି ପକ୍ଷରୁ କୁହାଯାଇଛି ରାଜସ୍ଥାନ ପୋଲିସ୍‌ ଏକ ଘଟଣାରେ ତୋଗାଡ଼ିଆଙ୍କୁ ଅଟକ ରଖିଥିଲା। କିନ୍ତୁ ପରେ ପୋଲିସ୍ ଏହାକୁ ଅସ୍ୱୀକାର କରୁଛି। ଅପରପକ୍ଷେ ପୋଲିସ୍‌ ଏକଥାକୁ ଅସ୍ୱୀକାର କରିଛି।

ଲୋକାଲ୍ ସୋଲା ପୋଲିସ୍ ଷ୍ଟେସନ୍‌ ପକ୍ଷରୁ କୁହାଯାଇଛି ଯେ, ରାଜସ୍ଥାନ ପୋଲିସ୍‌ର ଏକ ଦଳ ସମ୍ବିଧାନର ଧାରା ୧୮୮ ଅନୁଯାୟୀ ଏକ ପୁରୁଣା କେସ୍‌ରେ ହିନ୍ଦୁତ୍ୱବାଦୀ ନେତା ତୋଗାଡ଼ିଆଙ୍କଙ୍କୁ ଗିରଫ କରିବାକୁ ତାଙ୍କ ଘରକୁ ଯାଇଥିଲା। କିନ୍ତୁ ସେତେବେଳେ ସେ ତାଙ୍କ ଘରେ ନ ଥିଲେ।  ଏହି ଘଟଣାରେ ବିଶ୍ୱହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ସୋଲା ପୋଲିସ୍‌ ଷ୍ଟେସନ୍‌କୁ ଘେରାଉ କରି ନାରାବାଜୀ କରିବା ସହିତ ସରଖେଜ୍‌ ଗାନ୍ଧିନଗର ହାଇ-ୱେ ଅବରୋଧ କରିଥିଲେ। ଖୁବଶୀଘ୍ର ତୋଗାଡ଼ିଆଙ୍କୁ ପୋଲିସ୍ ଖୋଜି ବାହାର କରୁ ବୋଲି ଦାବି କରିଥିଲେ।

ସୂଚନା ଦେଇ ବିଶ୍ୱହିନ୍ଦୁ ପରିଷଦ ଗୁଜୁରାଟ ଶାଖାର ମହାସଚିବ ରଣଛୋଡ୍‌ ଭରୱାଦ୍ ଗଣମାଧ୍ୟମକୁ କହିଥିଲେ ଯେ, ତୋଗାଡ଼ିଆ ଆଜି ସକାଳ ୧୦ଟାଠାରୁ ନିଖୋଜ୍ ଅଛନ୍ତି। ତୋଗାଡ଼ିଆ ଗିରଫ ହୋଇଛନ୍ତି କି ନାହିଁ ତାହା ଏଯାବତ୍‌ ସ୍ୱଷ୍ଟ ଜଣାପଡ଼ି ନାହିଁ। ତେଣୁ ତାଙ୍କ ସୁରକ୍ଷା ଦାୟିତ୍ୱ ପ୍ରଶାସନର ବୋଲି ସେ କହିଥିଲେ। ଅନ୍ୟପଟେ ଏକ ପୁରୁଣା ମାମଲାରେ ରାଜସ୍ଥାନ ପୋଲିସ୍‌ ତୋଗାଡ଼ିଆଙ୍କୁ ଅଟକ ରଖିଥିଲା ବୋଲି ଦାବି କରିଛନ୍ତି ଭିଏଚ୍‌ପି ପ୍ରବକ୍ତା ଜୟ ଶାହ। ରାସ୍ତାରୁ ପୋଲିସ୍‌ ତାଙ୍କୁ ପାଲାଡି ଅଞ୍ଚଳରେ ଥିବା ଭିଏଚ୍‌ପି ମୁଖ୍ୟ କାର୍ଯ୍ୟାଳୟରୁ ଡାକିନେଇ ଅଟକ ରଖିଛି ବୋଲି ଶାହ କହିଛନ୍ତି।

ସେପଟେ ପୋଲିସ କିନ୍ତୁ ଏକଥାକୁ ଅସ୍ୱୀକାର କରିଛି। ତୋଗାଡ଼ଆଙ୍କୁ ପୋଲିସ ଗିରଫ ନ କରି ଖାଲି ହାତରେ ଫେରିଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story