ମୋତିଲାଲ ଗୌଡଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ଡାକ୍ତର ମୋତିଲାଲ୍‌ ଗୌଡଙ୍କ କେଳେଙ୍କାରୀର ତଦନ୍ତ ପାଇଁ ଶନିବାର ଭିଜିଲାନ୍ସ ପକ୍ଷରୁ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୭ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଗଜପତି ଜିଲ୍କା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ୍‌ ଗାଁରେ ଥିବା ତାଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଏକା ସଙ୍ଗେ ଚଢାଉ କରାଯାଇଛି। ଆଜି ଏହି ଟିମ୍‌ ଗୌଡଙ୍କ ବ୍ରହ୍ମପୁର ସ୍ଥିତ ଶ୍ୱଶୂର ଘର ସହ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ବେଳେ […]

Motilal-Gouda odisha reporter

Motilal-Gouda odisha reporter

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 10:27 PM IST

Sports

Latest News

ଭୁବନେଶ୍ୱର: ଡାକ୍ତର ମୋତିଲାଲ୍‌ ଗୌଡଙ୍କ କେଳେଙ୍କାରୀର ତଦନ୍ତ ପାଇଁ ଶନିବାର ଭିଜିଲାନ୍ସ ପକ୍ଷରୁ ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ୭ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଗଜପତି ଜିଲ୍କା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ୍‌ ଗାଁରେ ଥିବା ତାଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଏକା ସଙ୍ଗେ ଚଢାଉ କରାଯାଇଛି। ଆଜି ଏହି ଟିମ୍‌ ଗୌଡଙ୍କ ବ୍ରହ୍ମପୁର ସ୍ଥିତ ଶ୍ୱଶୂର ଘର ସହ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ବେଳେ ଏକ ଦାମୀ କାର ଜାବତ କରିଥିବା ବେଳେ ଏକ ମୂଲ୍ୟବାନ କୋଠା ଠାବ କରିଥିବା ଭିଜିଲାନ୍ସ ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଆଜି ଭିଜିଲାନ୍ସ ବିଭାଗ ମୋତିଲାଲଙ୍କ ବାପାଙ୍କ ବୟାନ ରେକର୍ଡ କରିଛି। ଚଢାଉ ବେଳେ ମୋତିଲାଲଙ୍କ କିଛି ପରିଚୟପତ୍ର ମିଳିଛି। ପରିଚୟ ପତ୍ରରୁ ଜଣାପଡୁଛି ମୋତିଲାଲ ଟ୍‌ରେ ଜୁନିୟର ଟିଉଟର ଥିଲେ। ତେବେ ସେ ଏହି ଚାକିରି କେବେ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ।

ଚଢାଉ ବେଳେ ମୋତିଲାଲ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ୪ଟି ଆକାଉଣ୍ଟ ଥିବା ଜଣାପଡିଛି।

ମୋତିଲାଲ୍‌ କିଭଳି ଭାବେ ଦୁର୍ନୀତି କରୁଥିଲେ, କିଭଳି ଟଙ୍କା ହାତେଇଥିଲେ, କିଭଳି ଥିଲା ତାଙ୍କର ମନିଟ୍ରେଲ ଆଦି ଦିଗ ଉପରେ ଟିମ୍‌ ଧ୍ୟାନ ଦେଇ ତଦନ୍ତ ଆରମ୍ଭ କରିଛି ବୋଲି ସେ କହିଛନ୍ତି। ଏହାସହ ସେ ଏହି ଦୁର୍ନୀତି କରି କେତେ ଟଙ୍କା କେଉଁ କେଉଁ ଆକାଉଣ୍ଟରେ ରଖିଛନ୍ତି ଓ କେଉଁ ଦିଗରେ ଖର୍ଚ୍ଚ କରିଛନ୍ତି ତାହା ଟିକ୍‌ନିଖ୍‌ ହିସାବ କରୁଛି ଏହି ଟିମ୍‌। ବ୍ରହ୍ମପୁରରେ ଏକ ନିର୍ମାଣଧୀନ କୋଠା ତାଙ୍କ ନାଁରେ ରହିଛି।

ଆଜି ଗୋଟିଏ ଦିନର ଯାଞ୍ଚରେ ମୋତିଲାଲଙ୍କ ନାଁରେ ଥିବା ୫୬ ଲକ୍ଷ ୪୬ ହଜାର ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ୪ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଗତ ୨୫ ତାରିଖ ଦିନ ଜାଲ ବିଜ୍ଞପ୍ତି ପ୍ରକାଶ କରି ବ୍ୟାପକ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଫେରାର ଡାକ୍ତର ମୋତିଲାଲ ଗୌଡ଼ଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଥିଲା। ମୋତିଲାଲଙ୍କ ଦସ୍ତଖତକୁ ଜାଲିଆତି କରି ଅନ୍ୟ କେହି ବ୍ୟକ୍ତି ଏଭଳି ବେଆଇନ କାର୍ଯ୍ୟ କରିଥିବା ଓ ଏଥିରେ ମୋତିଲାଲାଙ୍କ କୌଣସି ସଂପୃକ୍ତି ନାହିଁ ବୋଲି ତାଙ୍କ ଓକିଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲେ ମଧ୍ଲାୟ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ୍‌ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story