ଲାଞ୍ଚ ନେଉଥିବା ବେଳେ ଜାଲରେ ପଡ଼ିଲେ ଓପିଟିସିଏଲ୍‌ ଡିଜିଏମ୍

ବାରିପଦା (ଓଡ଼ିଶା ରିପୋର୍ଟର): ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଶାଖା ଓପିଟିସିଏଲ୍‌ ଡିଜିଏମ୍ ଯଶୋବନ୍ତ ଚୌଧୁରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ନିଜ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିବା ବୋଲେରୋର ବିଲ୍‌ କରିବା ପାଇଁ ଶ୍ରୀ ଚୌଧୁରୀ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗାଡ଼ି ମାଲିକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଗାଡ଼ି ମାଲିକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ଚୌଧୁରୀଙ୍କୁ ଧରିଥିଲେ। […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 05:11 PM IST

ବାରିପଦା (ଓଡ଼ିଶା ରିପୋର୍ଟର): ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମୟୂରଭଞ୍ଜ ଶାଖା ଓପିଟିସିଏଲ୍‌ ଡିଜିଏମ୍ ଯଶୋବନ୍ତ ଚୌଧୁରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ନିଜ କାର୍ଯ୍ୟାଳୟରେ ଭଡ଼ାରେ ଲାଗିଥିବା ବୋଲେରୋର ବିଲ୍‌ କରିବା ପାଇଁ ଶ୍ରୀ ଚୌଧୁରୀ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗାଡ଼ି ମାଲିକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଗାଡ଼ି ମାଲିକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ଚୌଧୁରୀଙ୍କୁ ଧରିଥିଲେ। ଏପରିକି ଲାଞ୍ଚ ଟଙ୍କା ମଧ୍ୟ ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ଚୌଧୁରୀଙ୍କ ବାରିପଦା ସ୍ଥିତ ଭଡ଼ା ଘର ଓ ଭୁବନେଶ୍ୱର ମଞ୍ଚେଶ୍ୱର ଘରେ ଚଢ଼ାଉ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story