ଦୁଇ ଛେଳି ଚୋରକୁ ଛେଚିଲେ ଗାଁ ଲୋକ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଛେଳି ଚୋରଙ୍କୁ ନିସ୍ତୁକ ମାଡ। ଖୁଣ୍ଟରେ ବାନ୍ଧି ମାଡ ମାରିଲେ ଗାଁ ଲୋକେ।  ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଭାଲେର ଗାଁରେ। ଆଜି ଦିନ ବେଳେ ଗାଁର କିଛି ଲୋକ ନିଜର ଛେଳି ଚରାଉଥିବା ବେଳେ ୪ ଜଣ ଆସି ଦୁଇଟି ଛେଳି ଚୋରାଇ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଁ ଲୋକେ ୨ ଜଣଙ୍କୁ ଧରିବା ପରେ ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ। ପରେ […]

villagers beating goat thief

villagers beating goat thief

Rakesh Mallick
  • Published: Friday, 24 November 2017
  • Updated: 24 November 2017, 05:54 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଛେଳି ଚୋରଙ୍କୁ ନିସ୍ତୁକ ମାଡ। ଖୁଣ୍ଟରେ ବାନ୍ଧି ମାଡ ମାରିଲେ ଗାଁ ଲୋକେ।  ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଭାଲେର ଗାଁରେ।

ଆଜି ଦିନ ବେଳେ ଗାଁର କିଛି ଲୋକ ନିଜର ଛେଳି ଚରାଉଥିବା ବେଳେ ୪ ଜଣ ଆସି ଦୁଇଟି ଛେଳି ଚୋରାଇ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଗାଁ ଲୋକେ ୨ ଜଣଙ୍କୁ ଧରିବା ପରେ ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ। ପରେ ଗାଁ ଲୋକ ଦୁଇ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story