ଶାନ୍ତ ହେଉଛି ଭଦ୍ରକ; ଆସନ୍ତାକାଲି ସକାଳ ୮ଟା ଯାଏଁ କର୍ଫ୍ୟୁ ବଳବତ୍ତର

ଭଦ୍ରକ: ସୋସିଆଲ୍ ମିଡିଆରେ ରାମସୀତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଅଶାନ୍ତ ହୋଇ ଉଠିଥିବା ଭଦ୍ରକରେ ଗତକାଲିଠାରୁ ଲାଗି ଥିବା କର୍ଫ୍ୟୁ ଆଜି ବଳବତ୍ତର ରହିଛି। ଏହି କର୍ଫ୍ୟୁ ଆସନ୍ତାକାଲି ସକାଳ ୮ଟା ଯାଏଁ ବଳବତ୍ତର ରହିବ। ଆଜି ସକାଳେ କର୍ଫ୍ୟୁକୁ ପ୍ରଥମେ ସନ୍ଧ୍ୟା ୬ଟା ଯାଏଁ ବଢ଼ାଯାଇଥିଲା। ତେବେ ପରେ ଏହା ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସ୍ଥିତି ତଦାରଖ ପାଇଁ ଗୃହ ସଚିବ ଅସିତ […]

11

11

Rakesh Mallick
  • Published: Saturday, 08 April 2017
  • Updated: 08 April 2017, 01:04 PM IST

Sports

Latest News

ଭଦ୍ରକ: ସୋସିଆଲ୍ ମିଡିଆରେ ରାମସୀତାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଅଶାନ୍ତ ହୋଇ ଉଠିଥିବା ଭଦ୍ରକରେ ଗତକାଲିଠାରୁ ଲାଗି ଥିବା କର୍ଫ୍ୟୁ ଆଜି ବଳବତ୍ତର ରହିଛି। ଏହି କର୍ଫ୍ୟୁ ଆସନ୍ତାକାଲି ସକାଳ ୮ଟା ଯାଏଁ ବଳବତ୍ତର ରହିବ। ଆଜି ସକାଳେ କର୍ଫ୍ୟୁକୁ ପ୍ରଥମେ ସନ୍ଧ୍ୟା ୬ଟା ଯାଏଁ ବଢ଼ାଯାଇଥିଲା। ତେବେ ପରେ ଏହା ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ସ୍ଥିତି ତଦାରଖ ପାଇଁ ଗୃହ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ ଡିଜି କେବି ସିଂହ ଭଦ୍ରକରେ ଡେରା ପକାଇଛନ୍ତି। ସହରର ଗଳିକନ୍ଦିରେ ପୋଲିସ ପଇଁତରା ମାରୁଛି। ପାଖାପାଖି ୩୫ ପ୍ଲାଟୁନ୍ ପୋଲିସ୍‌ ସହରରେ ମୁତୟନ ହୋଇଛନ୍ତି।

ସହରରେ ଶାନ୍ତି ବଜାୟ ରଖିବାକୁ ଡିଜିପି କେ.ବି ସିଂହ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି,“ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। କାଁ ଭାଁ ଲୁଟ୍‌ପାଟ୍ ହୋଇଛି। ଗୋଷ୍ଠୀ ସଂଘର୍ଷ ହୋଇନାହିଁ। କୌଣସି ଜୀବନହାନି ଘଟି ନାହିଁ। ଜାତୀୟ ରାଜପଥରେ ଗାଡ଼ିଚଳାଚଳ ସ୍ୱାଭାବିକ ରହିଛି।

ଗତକାଲି ଶାନ୍ତି କମିଟି ବୈଠକ ବିଫଳ ହେବା ପରେ ସହରରେ ପୁଣି ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ ପୋଲିସ୍‌ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏପରିକି କିଛି ଦୋକାନରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଥିଲେ। ଏହା ପରେ ପରିସ୍ଥିତି ନିୟନ୍ତ୍ରଣ ଲାଗି ସହରରେ କର୍ଫ୍ୟୁ ଜାରି କରାଯାଇଥିଲା। ତା’ପୂର୍ବରୁ ସହରରେ ୧୪୪ ଧାରା ଜାରି ହୋଇଥିଲା।

ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଗୁରୁବାର ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହଶହ କର୍ମୀ ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story