ନାରୀ ନିର୍ଯାତନା ମାମଲାରେ ଓଡ଼ିଶା ଦେଶରେ ପଞ୍ଚମ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ଘଟଣା। ସଦ୍ୟ ପ୍ରକାଶିତ ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ହେଉଥିବା ହିଂସାରେ ସମଗ୍ର ଦେଶରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ବଢ଼ି ବଢ଼ି ଚାଲିଛି। ୨୦୧୩ରେ ରାଜ୍ୟରେ ୧୪,୧୭୩ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ଥିଲା ୧୪,୬୦୬। […]

rape

rape

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 09:49 AM IST

Sports

Latest News

rapeଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ଘଟଣା। ସଦ୍ୟ ପ୍ରକାଶିତ ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ରିପୋର୍ଟ ଅନୁଯାୟୀ ମହିଳାଙ୍କ ପ୍ରତି ହେଉଥିବା ହିଂସାରେ ସମଗ୍ର ଦେଶରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି।

ନ୍ୟାସ୍‌ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ବଢ଼ି ବଢ଼ି ଚାଲିଛି। ୨୦୧୩ରେ ରାଜ୍ୟରେ ୧୪,୧୭୩ଟି ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ଥିଲା ୧୪,୬୦୬। ୨୦୧୫ରେ ରାଜ୍ୟରେ ୧୭,୧୪୪ ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିଲା।

୨୦୧୩ରେ ରୁଜୁ ହୋଇଥିବା ନାରୀ ନିର୍ଯାତନା ମାମଲା ମଧ୍ୟରେ ୧୮୩୨ଟି ବଳାତ୍କାର ଘଟଣା ଥିଲା। ୨୦୧୪ରେ ୧୯୭୮ଟି ଓ ୨୦୧୫ରେ ୨୨୫୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଳାତ୍କାର ଘଟଣାରେ ଅଧିକାଂଶ ସ୍ଥାନରେ ନାରୀମାନଙ୍କ ପରିବାରର ସଦସ୍ୟ ଅବା ସମ୍ପର୍କୀୟମାନେ ଅଭିଯୁକ୍ତ ରହିଛନ୍ତି।

ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର କହିଛନ୍ତି,“ବର୍ତ୍ତମାନ ସମୟରେ ଏହି ସମସ୍ୟାର ସମାଧାନ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ସତର୍କତାର ସହିତ ଏହାର ସମାଧାନ ପାଇଁ ଯୋଜନା କରାଯିବା ଉଚିତ୍।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story