କଲେଜ ରାଜନୀତିରେ ସ୍ୱାମୀ ବିବେକାନନ୍ଦ ମୋହରା: ମୂର୍ତ୍ତିର ମୁଣ୍ଡ ଉଡ଼ାଇଦେଲେ

ଭୁବନେଶ୍ୱର: ରାଇରଙ୍ଗପୁର କଲେଜରେ ଅଭାବନୀୟ ଘଟଣା। ଭାରତର ମହାନ ସନ୍ଥ ତଥା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଉଡ଼ାଇଦେଲେ ଦୁର୍ବୃତ୍ତ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦରେ ଏବିଭିପି ପକ୍ଷରୁ ବାଣୀବିହାରରେ ଧାରଣା ଦିଅଯାଇଛି। ପ୍ରତିମୂର୍ତ୍ତକୁ ସସମ୍ମାନେ ପ୍ରତିଷ୍ଠା କରିବାକୁ ଏବିଭିପିର ରାଜ୍ୟ ସମ୍ପାଦକ ଅଭିଳାସ ପଣ୍ଡା ଦାବି କରିଛନ୍ତି। ଏନେଇ ଆଜି ବାଣୀବିହାରରେ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି। ପ୍ରତିମୂର୍ତ୍ତ ଭଙ୍ଗାରୁଜା ପଛରେ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ହାତ ରହିଛି ବୋଲି ସେ ଅଭିଯୋଗ […]

vivekananda

vivekananda

Rakesh Mallick
  • Published: Monday, 17 July 2017
  • Updated: 17 July 2017, 06:04 PM IST

ଭୁବନେଶ୍ୱର: ରାଇରଙ୍ଗପୁର କଲେଜରେ ଅଭାବନୀୟ ଘଟଣା। ଭାରତର ମହାନ ସନ୍ଥ ତଥା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଉଡ଼ାଇଦେଲେ ଦୁର୍ବୃତ୍ତ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦରେ ଏବିଭିପି ପକ୍ଷରୁ ବାଣୀବିହାରରେ ଧାରଣା ଦିଅଯାଇଛି। ପ୍ରତିମୂର୍ତ୍ତକୁ ସସମ୍ମାନେ ପ୍ରତିଷ୍ଠା କରିବାକୁ ଏବିଭିପିର ରାଜ୍ୟ ସମ୍ପାଦକ ଅଭିଳାସ ପଣ୍ଡା ଦାବି କରିଛନ୍ତି। ଏନେଇ ଆଜି ବାଣୀବିହାରରେ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି।

ପ୍ରତିମୂର୍ତ୍ତ ଭଙ୍ଗାରୁଜା ପଛରେ ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ରାଇରଙ୍ଗପୁର କଲେଜରେ ଲଗାତାର ୩ ବର୍ଷ ଧରି ଛାତ୍ରସଂସଦ ନିର୍ବାଚନରେ ଏବିଭିପି ଜିତି ଆସୁଛି। ଏଥିରେ ପ୍ରତି ହିଂସାପରାୟଣ ହୋଇ ସମ୍ପୃକ୍ତ ରାଜନୈତିକ ଦଳ ଏହି ମୂର୍ତ୍ତି ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏଭଳି କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story