ଏହି ଖାଦ୍ୟ ଗୁଡ଼ିକୁ ସକାଳେ ଖାଇଲେ ଶରୀର ପାଇଁ ବିପଦ

ସକାଳର ଜଳଖିଆ ସବୁବେଳେ ସ୍ୱାସ୍ଥ୍ୟକର ହେବା ଉଚିତ।  ଏହି ଖାଦ୍ୟ ସବୁବେଳେ ଶରୀର ଉପାଦେୟତା ହେବା ଜରୁରୀ । ନଚେତ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଅନେକ ଲୋକ ସୁଆଦ ପାଇଁ କେତେକ ଖରାପ ଖାଦ୍ୟ ଖାଇଥାଆନ୍ତି। ଯାହା ଅତ୍ୟନ୍ତ କ୍ଷତିକାରକ। ଆଜି ଆମେ ଆପଣଙ୍କୁ ଏପରି ୫ଟି ଜିନିଷ ବିଷୟରେ କହିବୁ ଯାହାକୁ ଭୁଲରେ ବି ବ୍ରେକ୍‌ଫାଷ୍ଟରେ ଖାଇବା ଉଚିତ ନୁହେଁ।କାରଣ ଏଗୁଡ଼ିକ ଅତି ଦ୍ରୁତ ଗତିରେ ଶରୀରର ଓଜନ ବଢ଼ାଇଥାଏ। ବିସ୍କିଟ୍ ଓ […]

college

college

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 07:02 PM IST

Sports

Latest News

ସକାଳର ଜଳଖିଆ ସବୁବେଳେ ସ୍ୱାସ୍ଥ୍ୟକର ହେବା ଉଚିତ।  ଏହି ଖାଦ୍ୟ ସବୁବେଳେ ଶରୀର ଉପାଦେୟତା ହେବା ଜରୁରୀ । ନଚେତ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଅନେକ ଲୋକ ସୁଆଦ ପାଇଁ କେତେକ ଖରାପ ଖାଦ୍ୟ ଖାଇଥାଆନ୍ତି। ଯାହା ଅତ୍ୟନ୍ତ କ୍ଷତିକାରକ। ଆଜି ଆମେ ଆପଣଙ୍କୁ ଏପରି ୫ଟି ଜିନିଷ ବିଷୟରେ କହିବୁ ଯାହାକୁ ଭୁଲରେ ବି ବ୍ରେକ୍‌ଫାଷ୍ଟରେ ଖାଇବା ଉଚିତ ନୁହେଁ।କାରଣ ଏଗୁଡ଼ିକ ଅତି ଦ୍ରୁତ ଗତିରେ ଶରୀରର ଓଜନ ବଢ଼ାଇଥାଏ।

ବିସ୍କିଟ୍ ଓ କୁକିଜ୍: ସକାଳେ ୟେଉଁମାନେ ବିସ୍କିଟ୍ ଖାଇଥାନ୍ତି ସେମାନଙ୍କର ଓଜନ ଅହେତୁକ ଭାବେ ବୃଦ୍ଧିପାଇଥାଏ। ଏଥିସହ ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ଦେଖାଦେଇଥାଏ।  ତେଣୁ ସକାଳେ ଖାଲିପେଟରେ ବିସ୍କିଟ୍ ଖାଇବା ବନ୍ଦ କରନ୍ତୁ।

 କଫି: ପ୍ରାୟ ଅନେକ ଲୋକ ସକାଳୁ କଫି ପିଇବାକୁ ପସନ୍ଦ କରନ୍ତି। କିନ୍ତୁ କଫି ପିଇବା ଦ୍ୱାରା  ଭୋକ ମରିଯାଏ। ବିଶେଷ କରି କୋଲ୍ଡ କଫି ଅଧିକ ହାନିକାରକ। କାରଣ ଏଥିରେ ଚିନି ଓ କ୍ରିମ ଦୁଇଟି ଯାକ ଥାଏ। ଏହା ଦ୍ୱାରା ଶରୀରରେ ଅଧିକ କ୍ୟାଲୋରୀ ବଢିଯାଏ।
ଫଳ ରସ: ପ୍ରାୟ ସମସ୍ତେ ଫ୍ରୁଟ୍ ଜୁସ୍‌କୁ ସ୍ୱାସ୍ଥ୍ୟକର ଭାବି

ବ୍ରେକଫାଷ୍ଟରେ ପିଇଥାନ୍ତି।  କିନ୍ତୁ ଏହା ଶରୀର ପାଇଁ ଭଲ ନୁହଁ। ଏଥିରେ ଅନେକ ପରିମାଣରେ ସୁଗାର  ଥାଏ। ତେଣୁ ଏହା ମେଦ ବୃଦ୍ଧି କରିବା ସହ ଡାଇବେଟିସ୍ ମଧ୍ୟ ବଢ଼ାଇଥାଏ। ଏହା ବଦଳରେ ଯଦି ଆମେ ଏକ ଗ୍ଲାସ୍ ପାଣି ଓ ଗୋଟେ କମଳା ଖାଇବା ତେବେ ଫାଇଦା ମିଳିବ।

 ପରିବା ଜୁସ୍:  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପରିବା ଜୁସ୍‌ରେ ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟିଅକ୍ସିଡେଣ୍ଟ ଭରପୂର ପରିମାଣରେ ଥାଇ ମଧ୍ୟ ଏହାକୁ ବ୍ରେକ୍‌ଫାଷ୍ଟରେ ଖାଇବା ଅନୁଚିତ୍‌। କାରଣ ଏଥିରେ ଫାଇବର ଓ ପ୍ରୋଟିନ ନଥାଏ। ତେଣୁ ଏହାକୁ ସକାଳେ ଖାଲିପେଟରେ ଖାଇଲେ ଓଜନ ବଢ଼ିଥାଏ।

ସାଣ୍ଡୱିଚ୍: ଯଦି ଆପଣ  ନିଜେ ଅଣ୍ଡା ଓ ଚିଜ୍ ସାଣ୍ଡୱିଚ୍ ବନାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ। କିନ୍ତୁ ଫ୍ରୋଜେନ୍ ସାଣ୍ଡୱିଚ୍‌ରେ ସୋଡ଼ିୟମ୍ ଅଧିକ ରହିଥାଏ।  ଏହାକୁ କଦାପି ବ୍ରେକଫାଷ୍ଟରେ ଖାଆନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story