କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି? ଆଜି ବାହାରିବ ଫଳ

ନୂଆଦିଲ୍ଲୀ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି? ରାଷ୍ଟ୍ରପତି ନିର୍ବାଚନରେ କାହାର ହେବ ଜିତାପଟ? ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟର ଆଜି ଫଳାଫଳ ଆସିବ। ଆଜି ଭୋଟ୍ ଗଣତି ପରେ ଫଳଫଳ ଘୋଷଣା ହେବ। ସଂଖ୍ୟା ଗଣିତ ଦୃଷ୍ଟିରୁ ଶାସକ ଦଳ ତଥା ଏନଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିଜୟ ଆଶା ଅଧିକ ଉଜ୍ଜଳ ରହିଛି। କୋବିନ୍ଦଙ୍କ ସପକ୍ଷରେ ୬୩ ପ୍ରତିଶତ ଭୋଟ୍ ଯାଇଥିବା ବେଳେ ମୀରାଙ୍କ ସପକ୍ଷରେ ୩୪ ପ୍ରତିଶତ ଭୋଟ ଯାଇଥିବା ଅନୁମାନ […]

meira-kumar-and-ram-nath-kovind-

meira-kumar-and-ram-nath-kovind-

Rakesh Mallick
  • Published: Thursday, 20 July 2017
  • Updated: 20 July 2017, 09:20 AM IST

ନୂଆଦିଲ୍ଲୀ: କିଏ ହେବେ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି? ରାଷ୍ଟ୍ରପତି ନିର୍ବାଚନରେ କାହାର ହେବ ଜିତାପଟ? ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟର ଆଜି ଫଳାଫଳ ଆସିବ। ଆଜି ଭୋଟ୍ ଗଣତି ପରେ ଫଳଫଳ ଘୋଷଣା ହେବ। ସଂଖ୍ୟା ଗଣିତ ଦୃଷ୍ଟିରୁ ଶାସକ ଦଳ ତଥା ଏନଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିଜୟ ଆଶା ଅଧିକ ଉଜ୍ଜଳ ରହିଛି। କୋବିନ୍ଦଙ୍କ ସପକ୍ଷରେ ୬୩ ପ୍ରତିଶତ ଭୋଟ୍ ଯାଇଥିବା ବେଳେ ମୀରାଙ୍କ ସପକ୍ଷରେ ୩୪ ପ୍ରତିଶତ ଭୋଟ ଯାଇଥିବା ଅନୁମାନ କରାଯାଉଛି।

ତେବେ ନିର୍ବାଚନରେ କ୍ରସ୍ ଭୋଟିଂ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ଥିବାରୁ  ଫଳାଫଳ ସମ୍ପର୍କିତ ପୂର୍ବାନୁମାନ ଠିକ୍  ବୋଲି କୁହାଯାଇ ପାରିବନାହିଁ।  ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଆସନ୍ତା ୨୪ରେ ଶେଷ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story