ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ହେବେ ବିଜେଡି ପ୍ରାର୍ଥୀ?

ଭୁବନେଶ୍ୱର: ଏବେ ବିଜେଡିକୁ ଘାରିଛି ବିଜେପୁର ଉପନିର୍ବାଚନ ଚିନ୍ତା। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ବିଧାନସଭା ଆସନ ଖାଲି ପଡ଼ିଛି। ଆଗକୁ ବରଗଡ଼ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ନବୀନ ନିବାସରେ ବସିଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ସାମିଲ ହୋଇଥିଲେ ବରଗଡ଼ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକ। ବୈଠକ ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ଜିଲ୍ଲାର ସାଂଗଠନିକ ସ୍ଥିତି […]

Rakesh Mallick
  • Published: Saturday, 09 September 2017
  • Updated: 09 September 2017, 03:18 PM IST

Sports

Latest News

ଭୁବନେଶ୍ୱର: ଏବେ ବିଜେଡିକୁ ଘାରିଛି ବିଜେପୁର ଉପନିର୍ବାଚନ ଚିନ୍ତା। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ବିଧାନସଭା ଆସନ ଖାଲି ପଡ଼ିଛି। ଆଗକୁ ବରଗଡ଼ ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ନବୀନ ନିବାସରେ ବସିଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ସାମିଲ ହୋଇଥିଲେ ବରଗଡ଼ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକ।

ବୈଠକ ପରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ ଜିଲ୍ଲାର ସାଂଗଠନିକ ସ୍ଥିତି ନେଇ ଆଜି ଆଲୋଚନା ହୋଇଛି। କିନ୍ତୁ ବିଜେପୁର ଉପନିର୍ବାଚନ ନେଇ ଆଲୋଚନା ହୋଇନାହିଁ। ତେବେ ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି।”

ସେହିପରି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି,“ବିଜେପୁର ନିର୍ବାଚନ ନେଇ ତାଲିକା ପ୍ରସ୍ତୁତ ଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୂଡାନ୍ତ ନିଷ୍ପତ୍ତି ନେବେ। ଆବଶ୍ୟକ ହେଲେ ସୁବଳଙ୍କ ପରିବାର ସହ ଆଲୋଚନା କରାଯାଇପାରେ।”

ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ବିଜେଡିରୁ ପତ୍ନୀଙ୍କୁ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ନେଇ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ ସୁବଳଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲେ  ଅନୁକମ୍ପା ମିଳିବ ବୋଲି କଂଗ୍ରେସ ଦଳ ଆଶା କରିବ। ତାଙ୍କୁ ବିଜେଡି ପ୍ରାର୍ଥୀ କଲେ ସହାନୁଭୂତି ମିଳିବ କି ନା କହିପାରିବି ନାହିଁ। ରାଜନୈତିକ ପଣ୍ଡିତ ଓ ଦଳକୁ ନେଇ ଚର୍ଚ୍ଚା କରୁଥିବା ଲୋକେ ଏ ସମ୍ପର୍କରେ କହି ପାରିବେ। ଦଳ ଯାହା ନିଷ୍ପତ୍ତି ନେବ, ମୋର ସେ  ନିଷ୍ପତ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story