ଉଚ୍ଚ ରକ୍ତଚାପ ଭାରି ମାରାତ୍ମକ: କାହିଁକି ନିୟମିତ ବ୍ୟବଧାନରେ ରକ୍ତଚାପ ଯାଞ୍ଚ କରିବା ଉଚିତ ପଢ଼ନ୍ତୁ

ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତଚାପ ବର୍ତ୍ତମାନ ଆମ ଦେଶରେ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଯାଇଛି। ଅନେକ ଲୋକ ଏହାର ଶିକାର ହେଉଛନ୍ତି।  କେବଳ ବୟସ୍କ ଲୋକ ନୁହଁନ୍ତି, ଯୁବକଯୁବତୀମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। କାହିଁକି ହୁଏ? ଉଚ୍ଚ ରକ୍ତଚାପ ହେବା ପଛରେ ରହିଛି ଅନେକ କାରଣ। ପରିବର୍ତ୍ତିତ ଜୀବନଶୈଳୀ ତା’ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଯୁବକଯୁବତୀମାନଙ୍କ ଖାଦ୍ୟାଭ୍ୟାସ ବି ବଦଳିଯାଇଛି। ସେମାନେ ଅଧିକ ଜଙ୍କ୍ ଫୁଡ୍ ଖାଇବାକୁ ଭଲ ପାଉଛନ୍ତି। ଅତ୍ୟଧିକ […]

doctor-checking-blood-pressure

doctor-checking-blood-pressure

Rakesh Mallick
  • Published: Friday, 18 May 2018
  • Updated: 18 May 2018, 10:20 AM IST

Sports

Latest News

ହାଇ ବ୍ଲଡ୍ ପ୍ରେସର ବା ଉଚ୍ଚ ରକ୍ତଚାପ ବର୍ତ୍ତମାନ ଆମ ଦେଶରେ ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ହୋଇଯାଇଛି। ଅନେକ ଲୋକ ଏହାର ଶିକାର ହେଉଛନ୍ତି।  କେବଳ ବୟସ୍କ ଲୋକ ନୁହଁନ୍ତି, ଯୁବକଯୁବତୀମାନେ ମଧ୍ୟ ଏହାର ଶିକାର ହେଉଛନ୍ତି।

କାହିଁକି ହୁଏ?

ଉଚ୍ଚ ରକ୍ତଚାପ ହେବା ପଛରେ ରହିଛି ଅନେକ କାରଣ। ପରିବର୍ତ୍ତିତ ଜୀବନଶୈଳୀ ତା’ ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଯୁବକଯୁବତୀମାନଙ୍କ ଖାଦ୍ୟାଭ୍ୟାସ ବି ବଦଳିଯାଇଛି। ସେମାନେ ଅଧିକ ଜଙ୍କ୍ ଫୁଡ୍ ଖାଇବାକୁ ଭଲ ପାଉଛନ୍ତି। ଅତ୍ୟଧିକ ଜଙ୍କ୍ ଫୁଡ୍ ଓ ଲୁଣ ଖାଇବା ଦ୍ୱାରା ମଧ୍ୟ ଉଚ୍ଚ ରକ୍ତଚାପ ଭଳି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ବ୍ୟାୟାମ ଅବା ଶାରୀରିକ କାର୍ଯ୍ୟ ନକଲେ ମଧ୍ୟ ଏହି ରୋଗ ହୋଇଥାଏ।

କାହିଁକି ନିୟମିତ ବ୍ୟବଧାନରେ ରକ୍ତଚାପ ଯାଞ୍ଚ କରିବା ଉଚିତ?

  • ଉଚ୍ଚରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ। ଏହା ଏପରି ଏକ ସମସ୍ୟା ଯାହାର ବିଶେଷ ଲକ୍ଷଣ ଦେଖାଯାଇନଥାଏ। ଯଦି ଏହାକୁ ବହୁ ବିଳମ୍ବରେ ଚିହ୍ନଟ କରାଯାଏ, ତା’ହେଲେ ଅନେକ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାର ଆଶଙ୍କା ବଢ଼ିଯାଏ। ଉଚ୍ଚ ରକ୍ତଚାପ ଦ୍ୱାରା ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ। କିଡ୍‌ନୀ ମଧ୍ୟ ଖରାପ ହୋଇଯାଏ। ଆଖିର ଦୃଷ୍ଟି ଶକ୍ତି ଉପରେ ଏହାର ପ୍ରଭାବ ପଡ଼େ। ଅଧିକ ଦିନ ଧରି ଉଚ୍ଚ ରକ୍ତଚାପ ରହିଲେ ଓ ଔଷଧ ନଖାଇଲେ ଅବା ଏହାର ଚିକିତ୍ସା ନକଲେ ଶରୀରରେ ଏକରୁ ଅଧିକ ଅଙ୍ଗ ଅଚଳ ହୋଇଯିବାର ଆଶଙ୍କା ରହିଛି।
  • ଯଦି ଅଳ୍ପ ବୟସରେ କେହି ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି, ତା’ହେଲେ ବୟସ ବଢ଼ିବା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ବଢ଼ିଥାଏ। ଏହା ହୃତ୍‌ପିଣ୍ଡକୁ ପ୍ରଭାବିତ କରେ ଏବଂ ହୃଦ୍‌ରୋଗ ଜନିତ ଆଶଙ୍କା ବଢ଼ିଯାଏ।
  • ତେଣୁ ଏ ସବୁ ଅସୁବିଧାରୁ ବର୍ତ୍ତିବାର ଗୋଟିଏ ଭଲ ଉପାୟ ହେଉଛି ବୟସ୍କ ହୁଅନ୍ତୁ ଅବା ଯୁବକଯୁବତୀ ନିୟମିତ ବ୍ୟବଧାନରେ ରକ୍ତଚାପ ଯାଞ୍ଚ କରିନେବା ଉଚିତ। ତା’ହେଲେ ସ୍ଥିତି ହାତରୁ ଖସିବା ପୂର୍ବରୁ ବ୍ୟବସ୍ଥା କରାଯାଇପାରିବ।

କେଉଁମାନ କେତେ ଦିନରେ ରକ୍ତଚାପ ଯାଞ୍ଚ କରିବା ଦରକାର?

ଯେହେତୁ ଉଚ୍ଚ ରକ୍ତଚାପର କୌଣସି ବିଶେଷ ଲକ୍ଷଣ ଦେଖାଯାଏ ନାହିଁ, ତେଣୁ ଏହାକୁ ଚିହ୍ନଟ କରିବାର ସବୁଠୁ ଭଲ ଉପାୟ ହେଉଛି ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରାଇ ନେବା।

ଯେଉଁମାନେ ଉଚ୍ଚ ରକ୍ତଚାପର ଶିକାର ହୋଇନାହାଁନ୍ତି ଓ ସେମାନଙ୍କ ବୟସ ୨୦ ବର୍ଷରୁ ଅଧିକ ସେମାନେ ଦୁଇ ବର୍ଷରେ ଥରେ ସେମାନଙ୍କ ରକ୍ତଚାପ ଯାଞ୍ଚ କରାଇ ନେବା ଉଚିତ। ଯେଉଁମାନଙ୍କର ରକ୍ତଚାପ ସାଧାରଣ ସ୍ତରର ସର୍ବୋଚ୍ଚ ପଏଣ୍ଟରେ ରହୁଥିବ, ସେମାନେ ବର୍ଷରେ ଥରେ ନିଶ୍ଚିତ ଯାଞ୍ଚ କରନ୍ତୁ।

ସମସ୍ତ ବୟସ୍କମାନେ ନିୟମିତ ବ୍ୟବଧାନରେ ରକ୍ତଚାପ ଯାଞ୍ଚ କରିବା ଉଚିତ, ଯେମିତି କି ପ୍ରତି ମାସରେ। ଯେଉଁମାନେ ଉଚ୍ଚ ରକ୍ତଚାପର ଶିକାର ହୋଇ ଔଷଧ ଖାଉଛନ୍ତି ସେମାନେ ଗୋଟିଏ ମାସରେ ଏକାଧିକବାର ଯାଞ୍ଚ କରିବା ଉଚିତ।

ଧ୍ୟାନ ଦିଅନ୍ତୁ: ଡାକ୍ତରଙ୍କଠାରୁ ଉଚ୍ଚ ରକ୍ତଚାପ ଜନିତ ପରାମର୍ଶ ନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story