ମଦ ବାର୍ ଓ ରେଷ୍ଟୁରାଣ୍ଟରେ ମହିଳାଙ୍କୁ ନିୟୋଜିତ କରିବାକୁ ଅବକାରୀ ବୋର୍ଡର ଅନୁମତି ଜରୁରୀ: ହାଇକୋର୍ଟ

କଟକ: ରାଜ୍ୟରେ ଥିବା ମଦ ବାର୍ ଓ ରେଷ୍ଟୁରାଣ୍ଟରେ ମହିଳା ନିୟୋଜିତ ହୋଇ ପାରିବେ। ତେବେ ଏଥିପାଇଁ ଅବକାରୀ ବୋର୍ଡର ଅନୁମତି ନେବାକୁ ପଡ଼ିବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ବିହାର-ଓଡ଼ିଶା ଅବକାରୀ ଆଇନ୍ ଧାରା ୨୫ର ଉପଧାରା ୨ ଓ ୪ ଅନୁଯାୟୀ ଏହି ଅନୁମତି ଦିଆଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ସଂଗୀତ ପରିବେଷଣ କାର୍ଯ୍ୟକ୍ରମରେ ମହିଳାଙ୍କୁ ନିୟୋଜିତ କରିବାକୁ ଚାହୁଁଥିବା ବାର୍ ମାଲିକମାନେ ୭ ଦିନ ମଧ୍ୟରେ ଅବକାରୀ […]

dancebar

dancebar

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 02:58 PM IST

Sports

Latest News

କଟକ: ରାଜ୍ୟରେ ଥିବା ମଦ ବାର୍ ଓ ରେଷ୍ଟୁରାଣ୍ଟରେ ମହିଳା ନିୟୋଜିତ ହୋଇ ପାରିବେ। ତେବେ ଏଥିପାଇଁ ଅବକାରୀ ବୋର୍ଡର ଅନୁମତି ନେବାକୁ ପଡ଼ିବ। ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ବିହାର-ଓଡ଼ିଶା ଅବକାରୀ ଆଇନ୍ ଧାରା ୨୫ର ଉପଧାରା ୨ ଓ ୪ ଅନୁଯାୟୀ ଏହି ଅନୁମତି ଦିଆଯାଇ ପାରିବ ବୋଲି କୋର୍ଟ କହିଛନ୍ତି। ସଂଗୀତ ପରିବେଷଣ କାର୍ଯ୍ୟକ୍ରମରେ ମହିଳାଙ୍କୁ ନିୟୋଜିତ କରିବାକୁ ଚାହୁଁଥିବା ବାର୍ ମାଲିକମାନେ ୭ ଦିନ ମଧ୍ୟରେ ଅବକାରୀ ବୋର୍ଡରେ ଆବେଦନ କରିବେ। ତେବେ ଯେଉଁ ମହିଳାମାନଙ୍କୁ ଏଥିରେ ନିୟୋଜିତ କରାଯିବ, ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ସହ ଆବେଦନ କରିବାକୁ ପଡ଼ିବ। ଆବେଦନର ୭ ଦିନ ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଓ ବିହାର-ଓଡିଶା ଅବକାରୀ ଆଇନ୍ ଅନୁଯାୟୀ ଅବକାରୀ ବୋର୍ଡ ଆବେଦନଗୁଡିକ ଉପରେ ନିଷ୍ପତ୍ତି ନେବ। ଏଭଳି କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିବା ବାରଗୁଡିକ ଲାଗି ସିସିଟିଭି ଲଗାଇବା ବାଧ୍ୟତାମୂଳକ ହେବ ବୋଲି କୋର୍ଟ କହିଛନ୍ତି।

ହୋଟେଲ୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ସଂଘର ସାଧାରଣ ସଂପାଦକ ସତ୍ୟରଞ୍ଜନ ମହାନ୍ତି କହିଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏଥିପାଇଁ ସେ କମିଶନରେଟ୍ ପୋଲିସ୍ ଓ ଅବକାରୀ ବିଭାଗକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କୋର୍ଟଙ୍କ ଜଜମେଣ୍ଟ୍ କପି ପଢ଼ିଲା ପରେ ଯାଇ ସେ ମତାମତ ଦେବେ ବୋଲି କହିଛନ୍ତି।

ରାଜଧାନୀର ମଦ ବାର୍ ଓ ରେଷ୍ଟୁରାଣ୍ଟରେ ମହିଳାଙ୍କ ଦ୍ୱାରା ବେଆଇନ୍ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଉଥିବା ଅଭିଯୋଗ ଆସିଥିଲା। ଏହାପରେ ଅବକାରୀ ବିଭାଗ ପକ୍ଷରୁ  ବିଭିନ୍ନ ବାରରେ ରେଡ୍ କରାଯିବା ସହ ୩ଟି ବାରର ଲାଇସେନ୍ସ ରଦ୍ଦ ସୁପାରିଶ କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ବାର୍ ମାଲିକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story