ବିହାର:ପେଡ଼ିରୁ ବାହାରିବ ପୁରୁଣା ମଦ: ପଢନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରରେ ରାଜ୍ୟ ସରକାର ମଦ ବିକ୍ରି ଉପରେ ବାରଣ କରିଛନ୍ତି। ତେବେ ମଦକୁ ନେଇ ଆବେଦନ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ମଦ ଉତ୍ପାଦନକାରୀମାନେ ସେମାନଙ୍କ ପୁରୁଣା ଷ୍ଟକ ପରିବହନ କରିପାରିବେ। ଏନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ମତ ଉପରେ କିଛି ପରିବର୍ତ୍ତନ କରିଛନ୍ତି। ଜଷ୍ଟିସ ଅଶୋକ ଭୁଷଣ ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ବିହାରର ନୀତୀଶ ସରକାର […]

Wine bottles

Wine bottles

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 09:37 PM IST

Sports

Latest News

ନୂଆଦିଲ୍ଲୀ: ବିହାରରେ ରାଜ୍ୟ ସରକାର ମଦ ବିକ୍ରି ଉପରେ ବାରଣ କରିଛନ୍ତି। ତେବେ ମଦକୁ ନେଇ ଆବେଦନ ହୋଇଥିବା ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ମଦ ଉତ୍ପାଦନକାରୀମାନେ ସେମାନଙ୍କ ପୁରୁଣା ଷ୍ଟକ ପରିବହନ କରିପାରିବେ। ଏନେଇ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ମତ ଉପରେ କିଛି ପରିବର୍ତ୍ତନ କରିଛନ୍ତି। ଜଷ୍ଟିସ ଅଶୋକ ଭୁଷଣ ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ବିହାରର ନୀତୀଶ ସରକାର ଗତ ମାର୍ଚ୍ଚ ୩୦ ତାରିଖରେ ବିହାରରେ ମଦ ବାରଣ କରିଥିଲେ।

ତେବେ ଏହାକୁ ନେଇ ମଦ ଉତ୍ପାଦନକାରୀମାନେ ୨୦୦ କୋଟିର (ମଦ)ଷ୍ଟକ୍‌କୁ ନେଇ  ପାଟନା ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଯାଇଥିଲେ।  ଏହି ମାମଲାକୁ ନେଇ ଗତ ମେ’ ୨୯ରେ ପ୍ରଥମ ଶୁଣାଣି ହୋଇଥିଲା। ସେତେବେଳେ ମଦ ଉତ୍ପାଦନକାରୀଙ୍କୁ ମଦକୁ ନଷ୍ଟ କିମ୍ବା ବିକ୍ରି ପାଇଁ ଦୁଇଟି ପ୍ରସ୍ତାବ ଦେଇଥିଲେ। ଯେମିତି ହେଉ ପୁରୁଣା ଷ୍ଟକ୍‌କୁ ସାରିବା ପାଇଁ ଜୁଲାଇ ୩୧କୁ ଡେଡ୍‌ଲାଇନ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ତେବେ ପୁନର୍ବାର ଏହି ମାମଲାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏଥର କୋର୍ଟ ପୁରା ଘଟଣାର ଅନୁଧ୍ୟାନ କରିବା ପରେ ପୁରୁଣା ମଦ ଗୁଡ଼ିକୁ ପରିବହନ(ଏକ୍ସପୋର୍ଟ) କରିବା ପାଇଁ ରାୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story