ରାଜପଥ କଡ଼ରେ ପୁଣି ରାଜ କରିବ ମଦ: ଏଥର କେବଳ ପୌରାଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌରପାଳିକା ଅଞ୍ଚଳର ଜାତୀୟ ରାଜପଥ କଡରେ ମଦଦୋକାନ ପୁଣି ଖୋଲିବ।  ସୁପ୍ରିମକୋର୍ଟଙ୍କ ସଂଶୋଧିତ ନିର୍ଦ୍ଦେଶ ପରେ ପଥ ପରିଷ୍କାର ହୋଇଯାଇଛି। ତେବେ ପୌରପାଳିକା ବ୍ୟତୀତ ଅନ୍ୟ ସ୍ଥାନରେ କଟକଣା ବଳବତ୍ତର ରହିବ। ୪ ମାସ ଧରି ଜାତୀୟ ରାଜପଥ କଡ଼ରେ ମଦଦୋକାନ ବନ୍ଦ ରହିବା ଫଳରେ ରାଜସ୍ୱ କ୍ଷତି ଦୃଷ୍ଟିରୁ ଏଗୁଡିକୁ ଖୋଲିବା ପାଇଁ ଗଳାବାଟ ଖୋଜୁଥିବା ରାଜ୍ୟ ସରକାରଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମଦ ବ୍ୟବସାୟୀ ସଂଘ ମଧ୍ୟ ରାୟକୁ ନେଇ […]

Wine bottles

Wine bottles

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 10:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୌରପାଳିକା ଅଞ୍ଚଳର ଜାତୀୟ ରାଜପଥ କଡରେ ମଦଦୋକାନ ପୁଣି ଖୋଲିବ।  ସୁପ୍ରିମକୋର୍ଟଙ୍କ ସଂଶୋଧିତ ନିର୍ଦ୍ଦେଶ ପରେ ପଥ ପରିଷ୍କାର ହୋଇଯାଇଛି। ତେବେ ପୌରପାଳିକା ବ୍ୟତୀତ ଅନ୍ୟ ସ୍ଥାନରେ କଟକଣା ବଳବତ୍ତର ରହିବ। ୪ ମାସ ଧରି ଜାତୀୟ ରାଜପଥ କଡ଼ରେ ମଦଦୋକାନ ବନ୍ଦ ରହିବା ଫଳରେ ରାଜସ୍ୱ କ୍ଷତି ଦୃଷ୍ଟିରୁ ଏଗୁଡିକୁ ଖୋଲିବା ପାଇଁ ଗଳାବାଟ ଖୋଜୁଥିବା ରାଜ୍ୟ ସରକାରଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମଦ ବ୍ୟବସାୟୀ ସଂଘ ମଧ୍ୟ ରାୟକୁ ନେଇ ବେଶ ଖୁସି ଅଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ କଡରେ ଥିବା ସବୁ ମଦ ଦୋକାନରେ ତାଲା ଝୁଲୁଥିଲା। କିଛି ମଦ ଦୋକାନ ସ୍ଥାନାନ୍ତର ବି ହୋଇଯାଇଥିଲା। ମଦ ଦୋକାନ ବନ୍ଦ ହେବାରୁ ରାଜସ୍ୱ ଆଦାୟରେ ଘାଟା ହେଉଥିଲା। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ି ଯାଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ସଦ୍ୟ ନିଷ୍ପତ୍ତି ପରେ ମଦ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ମିଳିଛି। ୪ ମାସ ଧରି ୧୬ ନମ୍ବର ଜାତୀୟ ରାଜପଥରୁ ମାତ୍ର ୧୦୦ ମିଟର ଦୂରରେ ଭୁବନେଶ୍ୱରର ଜୟଦେବ ବିହାରରେ ବନ୍ଦ ରହିଥିବା ଅଫ୍ ସପ୍ ମଦ ଦୋକାନ ନୂଆ ରୂପରେ ଖୋଲିବାକୁ ସଜବାଜ ହେଉଛି। ସୁପ୍ରିମକୋର୍ଟଙ୍କ ସଦ୍ୟ ନିଷ୍ପତ୍ତି ଯୋଗୁଁ ପୌରପାଳିକା ଅଞ୍ଚଳରେ ଥିବା ପ୍ରାୟ ୪୦୦ ଦୋକାନ ଖୋଲିବା ନେଇ ବାଟ ଫିଟିଛି।

ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ତର୍ଜମା କରିବେ। ସେଥିରେ ଯାହା ବ୍ୟବସ୍ଥା ଥିବ ସେହି ଅନୁସାରେ ଦୋକାନ ଖୋଲିବା ପାଇଁ ଚେଷ୍ଟା କରାଯିବ।”

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୫୦୦ ମିଟର ଦୂରରେ ମଦ ଦୋକାନ ରହିପାରିବ ନାହିଁ ବୋଲି ୨୦୧୬ ଡିସେମ୍ବର ୧୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ତେବେ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ସେତେବେଳର ଅବକାରୀ ମନ୍ତ୍ରୀ କହିଥିଲେ। ଗଳାବାଟ ବାହାର କରିବା ପାଇଁ ମହାନଗର ନିଗମ, ପୌରପରିଷଦ,  ସବ୍‌ଡିଭିଜନ, ବ୍ଲକ୍ ଓ ତହସିଲ ସଦରମହକୁମା ଦେଇ ଯାଇଥିବା ରାଜ୍ୟ ରାଜପଥକୁ ଅର୍ବାନ ରୋଡ୍‌ରେ ପରିଣତ କରିଥିଲେ। ସରକାର ଜାତୀୟ ରାଜପଥକୁ ବି ଅର୍ବାନ ରୋଡ୍‌ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବାକୁ ଯୋଜନା ଚଳାଇଥିଲେ। ତେବେ ଏତିକି ବେଳେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉଭୟ ରାଜ୍ୟ ସରକାର ଓ ବ୍ୟବସାୟୀଙ୍କୁ ଖୁସି କରିଛି। ଓ୍ୱାଇନ ମର୍ଚ୍ଚାଣ୍ଟ ଆସୋସିଏନ କହିଛି ଏହା ଦ୍ୱାରା ଚୋରା ମଦ କାରାବର ରୋକାଯାଇ ପାରିବ।

ଓଡ଼ିଶା ଓ୍ୱାଇନ ମର୍ଚ୍ଚାଣ୍ଟ ଆସୋସିଏସନ ଯୁଗ୍ମ ସଚିବ ପ୍ରଭାତ ଦାସ କହିଛନ୍ତି-“ମଦ ଦୋକାନ ବନ୍ଦ ରହିବା ଦ୍ୱାରା ବହୁ ରାଜସ୍ୱ କ୍ଷତି ହେଉଛି। ଏହାଛଡ଼ା ବହୁ ପରିମାଣରେ ଚୋରା ମଦ କାରବାର ମଧ୍ୟ ବୃଦ୍ଧି ପାଉଥିଲା। ମାନ୍ୟବର ସୁପ୍ରିମକୋର୍ଟ ବାସ୍ତବକତାକୁ ଅନୁଭବ କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।”

ଜୁଲାଇ ମଧ୍ୟରେ ଅବକାରୀରୁ ମିଳୁଥିବା ରାଜ୍ୟ ରାଜସ୍ୱ ଆଶାନୁରୂପ ହୋଇ ନଥିଲା। ଏବେ ସହରର ଜାତୀୟ ରାଜପଥ କଡରେ ବନ୍ଦ ଥିବା ମଦ ଦୋକାନ ଖୋଲିବା ପରେ ରାଜସ୍ୱ ବଢିବା ନେଇ ଆଶା ରଖିଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story