ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ ବିଧାୟକଙ୍କ ପତ୍ନୀ ଦାବି କରୁଥିବା ମହିଳା

ଭୁବନେଶ୍ୱର: ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ନମିଳିବାରୁ ନବୀନ ନିବାସ ସମ୍ମୁଖରେ ବାମ ହାତର ଶିରା କାଟି ଦେଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ମହିଳା ଜଣଙ୍କ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ନ୍ୟାୟ ନମିଳିବାରୁ ସେ ଆଜି ନବୀନ ନିବାସକୁ ଆସିଥିଲେ। ସେଠାରେ ସେ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 05:38 PM IST

Sports

Latest News

ଭୁବନେଶ୍ୱର: ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ। ନ୍ୟାୟ ନମିଳିବାରୁ ନବୀନ ନିବାସ ସମ୍ମୁଖରେ ବାମ ହାତର ଶିରା କାଟି ଦେଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ନବୀନ ନିବାସ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ମହିଳା ଜଣଙ୍କ ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ବୋଲି ଦାବି କରି ଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ନ୍ୟାୟ ନମିଳିବାରୁ ସେ ଆଜି ନବୀନ ନିବାସକୁ ଆସିଥିଲେ। ସେଠାରେ ସେ ହାତର ଶିରା କାଟି ଦେଇଥିଲେ। ଡିସିପି (ସିକ୍ୟୁରିଟି) ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story