ହରତାଳ ନାଁରେ ବିଜେଡିର ଗୁଣ୍ଡାରାଜ ପ୍ରତିବାଦରେ ଏସ୍‌ପି ଅଫିସ୍‌ ଆଗରେ ବିଜେପି କରିବ ବିକ୍ଷୋଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ତୈଳଦର ବୃଦ୍ଧି ପ୍ରତିବାଦରେ ହରତାଳ କରିଥିଲା ବିଜେଡି। ଦିନ ବଢିବା ସହ ଏହା ଉଗ୍ର ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିବା ଅଭିଯୋଗ କରି ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯାଉଛି। ଜିଲ୍ଲାର ସବୁ ଏସପି ଅଫିସ ସାମ୍ନାରେ ବିଜେପି ବିକ୍ଷୋଭ କରିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଥିଲେ। ସେ କହି଼ଥିଲେ, […]

BJP

BJP

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 08:12 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ତୈଳଦର ବୃଦ୍ଧି ପ୍ରତିବାଦରେ ହରତାଳ କରିଥିଲା ବିଜେଡି। ଦିନ ବଢିବା ସହ ଏହା ଉଗ୍ର ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ଗୁଣ୍ଡାରାଜ କରିବା ସହ ସାଧାରଣ ଲୋକଙ୍କୁ ହଇରାଣ କରିଥିବା ଅଭିଯୋଗ କରି ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯାଉଛି। ଜିଲ୍ଲାର ସବୁ ଏସପି ଅଫିସ ସାମ୍ନାରେ ବିଜେପି ବିକ୍ଷୋଭ କରିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଥିଲେ।

ସେ କହି଼ଥିଲେ, ବିଜେଡିର ପ୍ରାୟୋଜିତ ଗୁଣ୍ଡାରାଜ ଓ ପୋଲିସ୍‌ ନିରବଦ୍ରଷ୍ଟା ସାଜିବା ପ୍ରତିବାଦରେ ବିକ୍ଷୋଭ କରାଯିବ। ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାର ନିର୍ଦ୍ଦେଶରେ ବିଜେଡି ନେତାମାନେ ମହିଳା ଓ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏଥିସହ କଲେଜ ନିର୍ବାଚନକୁ ନେଇ ବିଭିନ୍ନ କଲେଜରେ ବିଜେଡିର ଗୁଣ୍ଡାମାନେ ବୋମାମାଡ଼ ଏବଂ ଗୁଳିମାଡ଼ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କଠାରୁ କ୍ଷମା ମାଗନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story