ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ନେଇ ବିଜେପି କର୍ମୀ ହାତାହାତି, ସମୀର ମହାନ୍ତି ଆହତ

ସମ୍ବଲପୁର: ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲିଥିବା ବେଳେ ସମ୍ବଲପୁରରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର କର୍ମୀ ମୁହାଁମୁହିଁ ହୋଇଥିଲା। ସେ ପର୍ଯ୍ୟବେକ୍ଷକ ଭାବେ ଆସିଥିଲେ। କଥା ଠେଲାଠେଲିରୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏପରିକି କେହି ଜଣେ ସମୀର ମହାନ୍ତିଙ୍କ ଉପରକୁ କିଛି ଫୋପାଡ଼ି ଦେଇଥିଲେ। ଫଳରେ ତାଙ୍କ ବାମ ପାଖ ଗାଲରେ ଆଘାତ ଲାଗିଥିଲା। ଏନେଇ […]

samir-mohanty

samir-mohanty

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 07:32 PM IST

Sports

Latest News

ସମ୍ବଲପୁର: ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲିଥିବା ବେଳେ ସମ୍ବଲପୁରରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର କର୍ମୀ ମୁହାଁମୁହିଁ ହୋଇଥିଲା। ସେ ପର୍ଯ୍ୟବେକ୍ଷକ ଭାବେ ଆସିଥିଲେ। କଥା ଠେଲାଠେଲିରୁ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏପରିକି କେହି ଜଣେ ସମୀର ମହାନ୍ତିଙ୍କ ଉପରକୁ କିଛି ଫୋପାଡ଼ି ଦେଇଥିଲେ। ଫଳରେ ତାଙ୍କ ବାମ ପାଖ ଗାଲରେ ଆଘାତ ଲାଗିଥିଲା।

ଏନେଇ ସମୀର ମହାନ୍ତି କହିଛନ୍ତି, ‘ଏହା ଆମ ପରିବାର ଭିତରର କଥା। କିଛି କର୍ମକର୍ତ୍ତା ଜଣଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ତେବେ ଦଳୀୟ ନିଷ୍ପତ୍ତି କିଛି ଅଲଗା ଥିଲା। ସେଥିପାଇଁ ଏଭଳି ସ୍ଥିତି ଉପୁଜିଥିଲା।”

ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି,“ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଲାଗି ପ୍ରାର୍ଥୀ ଚୟନରୁ ଏ ଅସନ୍ତୋଷ ସୃଷ୍ଟି ହୋଇଛି। ନାମ ପରିବର୍ତ୍ତନକୁ ନେଇ କର୍ମୀଙ୍କ ମଧ୍ୟରେ ଏଭଳି ଘଟଣା ଘଟିଗଲା। ଗୋଟିଏ ନାମ ଉପରେ ସମସ୍ତଙ୍କ ସହମତି ପ୍ରକାଶ ପାଇଥିଲା। କିନ୍ତୁ ସୁରେଶ ପୂଜାରୀ ଉପରୁ ଆଉ ଗୋଟିଏ ନାଁ ଧରି ଆସିଲେ। ସେ ନିଜେ ବି ସେହି ନାଁ ନେଇ କେବେ ଭାବି ନ ଥିବେ। ଏସିରେ ବସି ବାଃ ବାଃ ନେଉଥିବା ଲୋକଙ୍କ ପାଇଁ ଏସବୁ ବିଶୃଙ୍ଖଳା।”

ଏ ନେଇ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀଙ୍କ ମତାମତ ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story