ଜଳେଶ୍ୱର:ଯୋଗ୍ୟ ହିତାଧିକାରୀଙ୍କ ନାଁରେ ରାସନକାର୍ଡ ନଥିବା ଅଭିଯୋଗରେ ବାଲିଆପାଳ ବିଡିଓ ଅଫିସ୍‌ରେ ପଶି ଟେବୁଲ, ଚେୟାର ଭାଙ୍ଗିଲେ ଶତାଧିକ ମହିଳା