୨୮ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ ସହକାରୀ ଫାୟାର ଅଫିସର ପ୍ରଫୁଲ୍ଲ ବିଶ୍ୱାଳ