IPL-11: ପଞ୍ଜାବର ଘାତକ ବୋଲିଂ ଆଗରେ ଧରାଶାୟୀ ହାଇଦ୍ରାବାଦ

ପଞ୍ଜାବ ଆଗରେ ୧୩୩ ରନ୍‌ ଟାର୍ଗେଟ୍‌। ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୩୨ ରନ୍। ଦଳ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ ୫୪ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ପଞ୍ଜାବର ବୋଲଂକୁ ସାମ୍ନା କରିପାରିନଥିଲେ। ଅନ୍ୟପଟେ ଆଜରି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଙ୍କିତ ରାଜପୁତ ଆକର୍ଷଣୀୟ ବୋଲିଂ କରି ୫ଟି ୱିକେଟ୍‌ ହାସଲ କରିଛନ୍ତି। ଅଙ୍କିତ ୪ ଓଭର ବୋଲିଂ […]

555_1524758706_618x347

555_1524758706_618x347

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 10:14 PM IST

Sports

Latest News

ପଞ୍ଜାବ ଆଗରେ ୧୩୩ ରନ୍‌ ଟାର୍ଗେଟ୍‌। ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ସଂଗ୍ରହ କରିଛି ୧୩୨ ରନ୍। ଦଳ ପକ୍ଷରୁ ମନିଷ ପାଣ୍ଡେ ସର୍ବାଧିକ ୫୪ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ପଞ୍ଜାବର ବୋଲଂକୁ ସାମ୍ନା କରିପାରିନଥିଲେ।

ଅନ୍ୟପଟେ ଆଜରି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଖେଳୁଥିବା ଅଙ୍କିତ ରାଜପୁତ ଆକର୍ଷଣୀୟ ବୋଲିଂ କରି ୫ଟି ୱିକେଟ୍‌ ହାସଲ କରିଛନ୍ତି। ଅଙ୍କିତ ୪ ଓଭର ବୋଲିଂ କରି ମାତ୍ର ୧୪ ରନ୍‌ ଖର୍ଚ୍ଚ କରି ମୂଲ୍ୟବାନ ୫ଟି ୱିକେଟ୍‌ ନେଇଥିଲେ। ଆଇପିଏଲରେ ପଞ୍ଜାବ ପକ୍ଷରୁ ପ୍ରଥମ ଥର ପାଇଁ କୌଣସି ବୋଲର ଗୋଟିଏ ଇଂନିସରେ ୫ଟି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos