ଅନୁଗୋଳରେ ଡମ୍ପିଂୟାର୍ଡକୁ ନେଇ ଉତ୍ତେଜନା, ୫ ଅଟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ତଳମୂଳ ଗାଁରୁ ଡମ୍ପିଂୟାର୍ଡ ହଟାଇବାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ୫ ଜଣ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ନେପାଳି ନାଗରିକ ଓ ୪ ଜଣ ପୌର କର୍ମଚାରୀ ଅଛନ୍ତି।

ଏଯାଏ ସେମାନଙ୍କୁ ପ୍ରଶାସନ ଉଦ୍ଧାର କରିପାରିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।