ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେବ ରେହମାନ

କଟକ: ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ହାଜର କରିବ। ଏଥିପାଇଁ ଗତକାଲି ରେହମାନକୁ ଦିଲ୍ଲୀର ତିହାର ଜେଲରୁ କଟକ ଅଣାଯାଇଛି। ରେହମାନ କଟକ ମାଲଗୋଦାମ ଥାନା ପୋଲିସ ହେପାଜତରେ ରହିଛି। ଆଉ କିଛି ସମୟ ପରେ ରେହମାନ୍‌କୁ କୋର୍ଟରେ ହାଜର କରାଯିବ। ଏହା ପୂର୍ବରୁ ଗତ ୨୯ରେ ମଧ୍ୟ ହାଜର ପାଇଁ ରେହମାନକୁ ସାଲେପୁର ଅଣାଯାଇଥିଲା ତେବେ ବିଚାରପତିଙ୍କ ଅନୁପସ୍ଥିତି କାରଣରୁ ଶୁଣାଣି ହୋଇପାରିନଥିଲା।

rehaman- salepur

rehaman- salepur

Rakesh Mallick
  • Published: Monday, 12 June 2017
  • Updated: 12 June 2017, 10:06 AM IST

Sports

Latest News

କଟକ: ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ହାଜର କରିବ। ଏଥିପାଇଁ ଗତକାଲି ରେହମାନକୁ ଦିଲ୍ଲୀର ତିହାର ଜେଲରୁ କଟକ ଅଣାଯାଇଛି। ରେହମାନ କଟକ ମାଲଗୋଦାମ ଥାନା ପୋଲିସ ହେପାଜତରେ ରହିଛି।

ଆଉ କିଛି ସମୟ ପରେ ରେହମାନ୍‌କୁ କୋର୍ଟରେ ହାଜର କରାଯିବ। ଏହା ପୂର୍ବରୁ ଗତ ୨୯ରେ ମଧ୍ୟ ହାଜର ପାଇଁ ରେହମାନକୁ ସାଲେପୁର ଅଣାଯାଇଥିଲା ତେବେ ବିଚାରପତିଙ୍କ ଅନୁପସ୍ଥିତି କାରଣରୁ ଶୁଣାଣି ହୋଇପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos