ଏସିଟି ହକି ଟୁର୍ଣ୍ଣାମେଣ୍ଟ୍: ପାକିସ୍ତାନକୁ ୪-୨ରେ ହରାଇଲା ମାଲେସିଆ

କ୍ୱାଣ୍ଟନ୍: ଆଜିଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଛି ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନକୁ ୪-୨ ଗୋଲରେ ପରାସ୍ତ କରିଛି ଆୟୋଜକ ମାଲେସିଆ। ମାଲେସିଆ ପକ୍ଷରୁ ଫୈଜଲ ସାରୀ ଦୁଇଟି ଗୋଲ୍ ଦେଇଥିଲେ। ଅନ୍ୟ ଦୁଇଟି ଗୋଲ ଫିରହାନ୍ ଅନ୍‌ସାରୀ ଓ ଶାହରିଲ ସାବାହ ଦେଇଥିଲେ। ୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ ହୋଇଥିଲା ଭାରତ। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ […]

Hockey

Hockey

Rakesh Mallick
  • Published: Thursday, 20 October 2016
  • Updated: 20 October 2016, 08:19 PM IST

Sports

Latest News

କ୍ୱାଣ୍ଟନ୍: ଆଜିଠାରୁ ମାଲେସିଆର କ୍ୱାଣ୍ଟନ୍‌ରେ ଆରମ୍ଭ ହୋଇଛି ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ୍। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ପାକିସ୍ତାନକୁ ୪-୨ ଗୋଲରେ ପରାସ୍ତ କରିଛି ଆୟୋଜକ ମାଲେସିଆ।

ମାଲେସିଆ ପକ୍ଷରୁ ଫୈଜଲ ସାରୀ ଦୁଇଟି ଗୋଲ୍ ଦେଇଥିଲେ। ଅନ୍ୟ ଦୁଇଟି ଗୋଲ ଫିରହାନ୍ ଅନ୍‌ସାରୀ ଓ ଶାହରିଲ ସାବାହ ଦେଇଥିଲେ।

୨୦୧୧ରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାମ୍ପିଅନ ହୋଇଥିଲା ଭାରତ। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା। ତେବେ ୨୦୧୪ ଓ ୨୦୧୫ରେ ଟୁର୍ଣ୍ଣାମେଣ୍ଟ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story