ଏଗ୍ରିକଲଚର୍ ଇନପୁଟ୍ ସବସିଡି ପ୍ରଦାନ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ମରୁଡ଼ି ପ୍ରଭାବିତ ଜିଲ୍ଲାର ୧ଲକ୍ଷ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୪୦କୋଟି ଟଙ୍କାର ଏଗ୍ରିକଲଚର୍ ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ତେବେ ବରଗଡ଼, ବଲାଙ୍ଗିର, ସମ୍ୱଲପୁର, ସୁବର୍ଣପୁର, ଅନୁଗୋଳ, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲ୍ଲାଗୁଡ଼ିକରେ ଇନପୁଟ୍ ସବସିଡି ବଣ୍ଟନ ବିଶେଷ ଅଗ୍ରଗତି ହୋଇଥିବାବେଳେ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁବାର ଭିଡିଓ କନଫରେନସିଂ ମାଧ୍ୟମରେ ସଚିବାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାପାଳମାନଙ୍କୁ […]

naveen_patnaik

naveen_patnaik

Rakesh Mallick
  • Published: Friday, 27 November 2015
  • Updated: 27 November 2015, 03:00 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ମରୁଡ଼ି ପ୍ରଭାବିତ ଜିଲ୍ଲାର ୧ଲକ୍ଷ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୪୦କୋଟି ଟଙ୍କାର ଏଗ୍ରିକଲଚର୍ ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ତେବେ ବରଗଡ଼, ବଲାଙ୍ଗିର, ସମ୍ୱଲପୁର, ସୁବର୍ଣପୁର, ଅନୁଗୋଳ, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲ୍ଲାଗୁଡ଼ିକରେ ଇନପୁଟ୍ ସବସିଡି ବଣ୍ଟନ ବିଶେଷ ଅଗ୍ରଗତି ହୋଇଥିବାବେଳେ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁବାର ଭିଡିଓ କନଫରେନସିଂ ମାଧ୍ୟମରେ ସଚିବାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ। ସେହିପରି ମହାଜନୀ କାରବାର ଉପରେ ନଜର ରଖିବାକୁ ମଧ୍ୟ ସମସ୍ତ ଜିଲ୍ଲାର ଏସପିଙ୍କ ସମେତ ଡିଆଇଜି ଏବଂ ଆଇଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ୩ ଲକ୍ଷ ୯୧ ହଜାର ସଂପୂର୍ଣ ହୋଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୭ ଲକ୍ଷ ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜୁ ଏକ୍ସପ୍ରେସ ୱେ ଏବଂ ବିଜୟୱାଡା-ରାଂଚି କରିଡର ପାଇଁ ଜମି ଅଧିଗ୍ରହଣ ତ୍ୱରାନିତ୍ୱ କରିବାକୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story