ଆଜି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି, କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ

ସିଡନୀ: ଆଜି ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-ଟ୍ୱେଣ୍ଟି ଖେଳିବ ଭାରତ। ଭାରତୀୟ ସମୟ ଅପରାହ୍ନ ୨ଟା ୧୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଶେଷ ଟି-ଟ୍ୱଣ୍ଟି ଜିତି ଭାରତ ସିରିଜରେ କ୍ଲନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ଦୁଇଟି ମ୍ୟାଚରେ କରିଥିବା ତ୍ରୁଟିକୁ ସୁଧାରି ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଠା କରିବ।

ଗତ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ମଧ୍ୟ କ୍ରମାଗତ ୱିକେଟ ପତ୍ତନ ଯୋଗୁଁ ପରାଜିତ ହୋଇଛି। ଏଥିପାଇଁ ଦଳର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କୁ ଦୃଢ଼ତାର ସହ ବ୍ୟାଟିଂ କରିବାକୁ ପଡ଼ିବ। ଶେଷ ମ୍ୟାଚ୍ ଲାଗି ଦଳ କିଛି ଅଦଳବଦଳ କରିବାର ସମ୍ଭାବନା ରହିଛି।

ଦିନିକିଆ ସିରିଜର ଶେଷ ଓ ଟି-ଟ୍ୱଣ୍ଟିର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ବ୍ୟାଟିଂ ଓ ବୋଲିଂ ସହ ଫିଲ୍ଡିଂରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରୁଛି।

ଆହୁରି ପଢ଼ନ୍ତୁ

ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

ରକ୍ଷା ବନ୍ଧନରେ ଭଉଣୀକୁ ଏମିତି ପାଉଣା ଦେଲା ଭାଇ…

ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ

‘କାରଗିଲ୍ ବିଜୟ ଦିବସ’ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

ୟୁଜି, ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି?

ଜୋର୍ ଧରିଲାଣି ‘ଜଷ୍ଟିସ୍ ଫର୍ ଆଦିତ୍ୟ’ ଅଭିଯାନ

ଗେହଲଟଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବନି ସିବିଆଇ!

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

କେନ୍ଦ୍ରାପଡ଼ାରେ କାହିଁକି ବିବାହ ହୋଇଥିଲା?

ଦିନକ ପରେ ମୁହଁ ଖୋଲିଲେ ଓଏଏସ ବିଭୁ

‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’