ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ବଜେଟ୍‌ର ହେବ ନବକଳେବର। ଏଥର ବିଭାଗ ବଦଳରେ ବିଭିନ୍ନ ଯୋଜନା ଅନୁଯାୟୀ ଅର୍ଥ ବ୍ୟୟ ବରାଦ କରାଯାଇପାରେ। ବଜେଟ୍‌ର ପରିମାଣ ପ୍ରାୟ ଏକ ଲକ୍ଷ ଛଅ ହଜାର କୋଟି ଟପିପାରେ। ଆହୁରି ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ ନନ୍‌ପ୍ଲାନ୍ ବା ଅଣଯୋଜନା ବଦଳରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଏକ୍ସପେଣ୍ଡିଚର୍‌, ଷ୍ଟେଟ୍‌ ପ୍ଲାନ୍‌ ବା ରାଜ୍ୟ ଯୋଜନା ବଦଳରେ ପ୍ରୋଗ୍ରାମ […]

Odisha-Assembly-5-1

Odisha-Assembly-5-1

Rakesh Mallick
  • Published: Monday, 27 February 2017
  • Updated: 27 February 2017, 06:49 PM IST

Sports

Latest News

ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍‌। ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ବଜେଟ୍‌ର ହେବ ନବକଳେବର। ଏଥର ବିଭାଗ ବଦଳରେ ବିଭିନ୍ନ ଯୋଜନା ଅନୁଯାୟୀ ଅର୍ଥ ବ୍ୟୟ ବରାଦ କରାଯାଇପାରେ। ବଜେଟ୍‌ର ପରିମାଣ ପ୍ରାୟ ଏକ ଲକ୍ଷ ଛଅ ହଜାର କୋଟି ଟପିପାରେ।

ଆହୁରି ମଧ୍ୟ ମିଳିଥିବା ସୂଚନା ଅନୁଯାୟୀ ନନ୍‌ପ୍ଲାନ୍ ବା ଅଣଯୋଜନା ବଦଳରେ ଆଡ୍‌ମିନିଷ୍ଟ୍ରେଟିଭ୍‌ ଏକ୍ସପେଣ୍ଡିଚର୍‌, ଷ୍ଟେଟ୍‌ ପ୍ଲାନ୍‌ ବା ରାଜ୍ୟ ଯୋଜନା ବଦଳରେ ପ୍ରୋଗ୍ରାମ ଏକ୍ସପେଣ୍ଡିଚର, ସେଣ୍ଟ୍ରାଲ୍‌ ପ୍ଲାନ୍ ବା କେନ୍ଦ୍ରୀୟ ଯୋଜନା ବଦଳରେ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ୍‌ ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବଦଳରେ ଟ୍ରାନ୍‌ସଫର ଫ୍ରମ୍ ଷ୍ଟେଟ୍‌ ବ୍ୟବସ୍ଥା ରହିବ।

କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍ ଆସିବ। ଗ୍ରାମୀଣ ଭିତ୍ତିଭୂମିର ବିକାଶ, କୃଷି, ଜଳସେଚନ, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନିରାପତ୍ତା ଓ ମହିଳା ସଶକ୍ତିକରଣ ଉପରେ ରହିପାରେ ବଜେଟ୍ ଫୋକସ୍‌। ତା’ଛଡ଼ା ଗ୍ରାମାଞ୍ଚଳରେ ବିଦ୍ୟୁତ୍‌କରଣ, ୫ଟି ମେଡିକାଲ୍ କଲେଜ୍‌ ସ୍ଥାପନ ଓ ପୁଞ୍ଜିନିବେଶ ପାଇଁ ମଧ୍ୟ ବଜେଟ୍‌ରେ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି।

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଯେଉଁ ଆଞ୍ଚଳିକ ବୈଷମ୍ୟ ଦେଖା ଦେଇଛି ତାକୁ ଦୂର କରିବା ପାଇଁ ସରକାର ଚେଷ୍ଟା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story