ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଘଟଣାରେ ଆଉ ୨ଜଣ ଗିରଫ, ସେମାନେ ହେଲେ ବଳରାମପ୍ରସାଦର ଦୁଷ୍ମନ୍ତ ସାହୁ ଓ କନିଆବେଢ଼ାର ସୁଧାଂଶୁ ନାୟକ, ଅଭିଯୁକ୍ତ ଇନ୍ଦ୍ରମଣୀ ଓ ତାଙ୍କ ପୁଅକୁ ଆଶ୍ରୟ ଦେବା ଅଭିଯୋଗରେ ଗିରଫ କରାଯାଇଛି