ପୁରୀ: ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼,୨ ଅଟକ

ପୁରୀ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଓ  ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକଙ୍କୁ ଅଣ୍ଡାମାଡ ପରେ ଏବେ ପାଳି ପଡିଛି ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କର। ସୋମବାର ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଭୋଲାନାଥ ବିଦ୍ୟାପୀଠ ସମ୍ମୁଖରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। କଂଗ୍ରେସ କର୍ମୀ ଏହି ଅଣ୍ଡାମାଡ଼ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଦୁଇ କଂଗ୍ରେସ କର୍ମୀ ହେଉଛନ୍ତି ସ୍ୱାଧୀନ ପଣ୍ଡା ଏବଂ ଯୋଗେନ୍ଦ୍ର ସାହୁ। ପୂର୍ବରୁ ସ୍ୱାଧୀନ ପଣ୍ଡା  ମନ୍ତ୍ରୀ ସଞୟ ଦାସବର୍ମାଙ୍କ ଉପରକୁ ଅଣ୍ଡାମାଡ଼ କରି ଗିରଫ ହୋଇଥିଲେ।

ଆହୁରି ପଢ଼ନ୍ତୁ

ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

ରକ୍ଷା ବନ୍ଧନରେ ଭଉଣୀକୁ ଏମିତି ପାଉଣା ଦେଲା ଭାଇ…

ଶିକ୍ଷାନୀତି ୨୦୨୦କୁ ନେଇ କଂଗ୍ରେସ ଜାହିର କଲା ଅସନ୍ତୋଷ

‘କାରଗିଲ୍ ବିଜୟ ଦିବସ’ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

ୟୁଜି, ପିଜି ପରୀକ୍ଷା ପାଇଁ ରାଜ୍ୟ ସରକାର ପଛଘୁଞ୍ଚା କାହିଁକି?

ଜୋର୍ ଧରିଲାଣି ‘ଜଷ୍ଟିସ୍ ଫର୍ ଆଦିତ୍ୟ’ ଅଭିଯାନ

ଗେହଲଟଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବନି ସିବିଆଇ!

‘ଏମଏଚଆରଡି’ ପକ୍ଷରୁ ଅନଲାଇନ୍ କ୍ଲାସ୍ ପାଇଁ ନୂଆ ଗାଇଡଲାଇନ୍ ଜାରି

ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

କେନ୍ଦ୍ରାପଡ଼ାରେ କାହିଁକି ବିବାହ ହୋଇଥିଲା?

ଦିନକ ପରେ ମୁହଁ ଖୋଲିଲେ ଓଏଏସ ବିଭୁ

‘ମହାମାରୀ କୁପରିଚାଳନା ମୋଦୀ ସରକାରଙ୍କ ବିଫଳତାର ରେକର୍ଡ’