ମାସକୁ ଗୋଟିଏ ପିଜା, ପ୍ରତି ୧୫ ଦିନରେ ଶପିଂ: ଭାଇରାଲ ହେଉଛି ଦମ୍ପତିଙ୍କ ମ୍ୟାରେଜ କଣ୍ଟ୍ରାକ୍ଟ

ଗୌହାଟୀ: ବ୍ୟବସାୟରେ କଣ୍ଟ୍ରାକ୍ଟ କଥା ଶୁଣିଥିବେ। ହେଲେ ବାହାଘର କଣ୍ଟ୍ରାକ୍ଟ ସମ୍ପର୍କରେ ଆପଣମାନେ ବେଶୀ ଶୁଣି ନଥିବେ। ହଁ ସିରିଏଲ ଓ ଫିଲ୍ମରେ ମ୍ୟାରେଜ କଣ୍ଟ୍ରାକ୍ଟ ଆପଣ ଅନେକ ସମୟରେ ଦେଖିଥିବେ। ଏବେ ରିୟଲ ଲାଇଫରେ ଗୋଟିଏ ମ୍ୟାରେଜ କଣ୍ଟ୍ରାକ୍ଟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ମ୍ୟାରେଜ କଣ୍ଟ୍ରାକ୍ଟ ଜୁନ ୨୧ରେ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୋଶାଲ ମିଡିଆରେ ଏହା ଭାଇରାଲ ହେଉଛି। ଏଥିରେ ଏମିତି କିଛି ସର୍ତ୍ତ ରହିଛି, ଯାହାକୁ ଜାଣିଲେ ଆପଣ […]

marriage

marriage

Hemant Lenka
  • Published: Saturday, 16 July 2022
  • Updated: 16 July 2022, 10:26 AM IST

Sports

Latest News

ଗୌହାଟୀ: ବ୍ୟବସାୟରେ କଣ୍ଟ୍ରାକ୍ଟ କଥା ଶୁଣିଥିବେ। ହେଲେ ବାହାଘର କଣ୍ଟ୍ରାକ୍ଟ ସମ୍ପର୍କରେ ଆପଣମାନେ ବେଶୀ ଶୁଣି ନଥିବେ। ହଁ ସିରିଏଲ ଓ ଫିଲ୍ମରେ ମ୍ୟାରେଜ କଣ୍ଟ୍ରାକ୍ଟ ଆପଣ ଅନେକ ସମୟରେ ଦେଖିଥିବେ। ଏବେ ରିୟଲ ଲାଇଫରେ ଗୋଟିଏ ମ୍ୟାରେଜ କଣ୍ଟ୍ରାକ୍ଟର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ମ୍ୟାରେଜ କଣ୍ଟ୍ରାକ୍ଟ ଜୁନ ୨୧ରେ ହୋଇଥିଲା। କିନ୍ତୁ ବର୍ତ୍ତମାନ ସୋଶାଲ ମିଡିଆରେ ଏହା ଭାଇରାଲ ହେଉଛି। ଏଥିରେ ଏମିତି କିଛି ସର୍ତ୍ତ ରହିଛି, ଯାହାକୁ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ଭାଇରାଲ ହେଉଥିବା ମ୍ୟାରେଜ କଣ୍ଟ୍ରାକ୍ଟ ଆସାମର ଗୌହାଟୀ ନିକଟ ପଲଟନ ବଜାରରେ ରହୁଥିବା ୨୪ ବର୍ଷୀୟ ଶାନ୍ତି ପ୍ରସାସ ଓ ମିଣ୍ଟୁ ରାୟଙ୍କ ମଧ୍ୟରେ ହୋଇଛି। ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ପରେ ମ୍ୟାରେଜ କଣ୍ଟ୍ରାକ୍ଟରେ ଦସ୍ତଖତ କରିଛନ୍ତି। ଏହି କଣ୍ଟ୍ରାକ୍ଟ ପେପର୍‌ରେ ଲେଖା ହୋଇଛି ଯେ ମାସକୁ ଗୋଟିଏ ପିଜା। ଆଉ ସବୁ ବେଳେ ଘରର ଖାଇବା। ସବୁଦିନେ ଶାଢ଼ୀ ଓ ଲେଟ୍ ନାଇଟ ପାର୍ଟିକୁ ଅନୁମତି। କିନ୍ତୁ କେବଳ ମୋ ସହ ପ୍ରତିଦିନ ଜିମ୍ ଓ ରବିବାର ଜଳିଖିଆ ପ୍ରସ୍ତୁତ କରିବା। ସବୁ ପାର୍ଟିରେ ଭଲ ଭଲ ଫଟୋ କ୍ଲିକ କରିବା ଓ ପ୍ରତି ୧୫ ଦିନକୁ ଥରେ ଶପିଂ।

ଏହି ଚୁକ୍ତି ସମ୍ପର୍କରେ ନବ ଦମ୍ପତି ମଧ୍ୟ ଆଗରୁ କିଛି ଜାଣି ନଥିଲେ। ବାହାଘର ସରିବା ମାତ୍ରେ ଉଭୟଙ୍କୁ ଏହି ଚୁକ୍ତିରେ ଦସ୍ତଖତ କରିବାକୁ କୁହାଯାଇଥିଲା। ସେମାନେ ଏଥିରେ ତାଜୁବ ହୋଇଯାଇଥିଲେ ସତ। କିନ୍ତୁ ସର୍ବସମ୍ମୁଖରେ ଉଭୟ ଏଥିରେ ଦସ୍ତଖତ କରିଛନ୍ତି। ଦୁହେଁ ଦୁହିଁଙ୍କ ପ୍ରତି ପ୍ରେମ, ସ୍ନେହ ଓ ବିଶ୍ୱାସ ରଖିବା ସହ ସବୁ ନୀତି ନିୟମ ମଧ୍ୟରେ ସଂସାର ରଥକୁ ଆଗକୁ ଆଗେଇ ନେବାକୁ କଣ୍ଟ୍ରାକ୍ଟରେ ଦସ୍ତଖତ କରି ରାଜି ହୋଇଛନ୍ତି।

ନବ ଦମ୍ପତିଙ୍କ ବନ୍ଧୁମାନେ ବାହାଘର ପରେ ଏହି ବିରଳ ଗିଫ୍ଟ ଦେଇ ଏଥିରେ ଶାନ୍ତି ଓ ମିଣ୍ଟୁଙ୍କ ଦସ୍ତଖତ କରାଇଛନ୍ତି। ନବବଧୂ ଶାନ୍ତି କହିଛନ୍ତି, “ସାଙ୍ଗମାନେ ଏହି ମ୍ୟାରେଜ କଣ୍ଟ୍ରାକ୍ଟକୁ ଗିଫ୍ଟ ଆକାରରେ ଦେଇଛନ୍ତି। ସେମାନେ ବରିଳ ଗିଫ୍ଟ କଥା ଲେଖିଥିଲେ, କିନ୍ତୁ ଏଥିରେ ଏମିତି ସବୁ କଥା ଥିବ ବୋଲି ଆମେ ଆଦୌ ଜାଣି ନଥିଲୁ।

ଆମେ ଦୁଇ ଜଣ ଏଥିରେ ଦସ୍ତଖତ କରିଛୁ। ମୁଁ ପିଜାକୁ ଭଲ ପାଏ। କିନ୍ତୁ ଏବେ ଡାଏଟରେ ଥିବାରୁ ମାସକୁ ଗୋଟିଏ ପିଜା। ମୁଁ ରବିବାର ବ୍ରେକଫାଷ୍ଟ କଥାରେ ବହୁତ ଖୁସି। ମୁଁ ପୁରୀ ଓ ତରକାରୀ ବହୁତ ଭଲ ପାଏ। ସପ୍ତାହକୁ ଗୋଟିଏ ଥର ମିଣ୍ଟୁ ରୋଷେଇ କରିବେ। ଶାଢ଼ୀ କଥାରେ ମୁଁ ରାଜି ନଥିଲି। କିନ୍ତୁ ମିଣ୍ଟୁ ବାକି ସର୍ତ୍ତରେ ରାଜି ଥିବାରୁ ମୁଁ ମଧ୍ୟ ଶାଢ଼ୀ ପିନ୍ଧିବାକୁ ରାଜି ହୋଇଛି।”

ଗ୍ରାଜ୍ୟୁଏସନ ପରେ ଶାନ୍ତି ଗୋଟିଏ କୋଚିଂ ସେଣ୍ଟର୍‌ରେ କାମ କରୁଛନ୍ତି। ହେଲେ ଏବେ ସେ ନିଜର ନୂଆ ଘର ଓ ପରିବାର ପାଇଁ ଅଧିକ ସମୟ ଦେବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story