‘ସ୍ୱଚ୍ଛ ଭାରତ’ ପାଇଁ ମୋଦିଙ୍କୁ ବିଲ୍‌ ଗେଟ୍ସଙ୍କ ପ୍ରଶଂସା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ସମାଜସେବୀ ବିଲ୍‌ ଗେଟ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ। ଭାରତରେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର ପାଇଁ ଭାରତକୁ ଏବଂ ମୋଦିଙ୍କୁ ଅଭିନନ୍ଦନ ଜଣାଛନ୍ତି ବିଲ୍‌। ପରିମଳକୁ ନେଇ ଦେଶରେ ଲାଗି ରହିଥିବା ସମସ୍ୟା ବିରୋଧରେ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ବିଲ୍‌ ଗେଟ୍ସ ନିଜର ବିଲ୍‌ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍‌ ଜରିଆରେ ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବା ଆଦି ପ୍ରସଙ୍ଗରେ କାର୍ଯ୍ୟ […]

Bil-Modi

Bil-Modi

Hemant Lenka
  • Published: Thursday, 11 October 2018
  • Updated: 12 October 2018, 12:20 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ସମାଜସେବୀ ବିଲ୍‌ ଗେଟ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ। ଭାରତରେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ପ୍ରସାର ପାଇଁ ଭାରତକୁ ଏବଂ ମୋଦିଙ୍କୁ ଅଭିନନ୍ଦନ ଜଣାଛନ୍ତି ବିଲ୍‌।

ପରିମଳକୁ ନେଇ ଦେଶରେ ଲାଗି ରହିଥିବା ସମସ୍ୟା ବିରୋଧରେ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ବିଲ୍‌ ଗେଟ୍ସ ନିଜର ବିଲ୍‌ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍‌ ଜରିଆରେ ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବା ଆଦି ପ୍ରସଙ୍ଗରେ କାର୍ଯ୍ୟ କରି ଆସୁଛନ୍ତି। ସେ ମୋଦିଙ୍କୁ ପ୍ରଶଂ ସା କରି ଟ୍ୱିଟ୍‌ କରିଛନ୍ତି ।

ସେ କହିଛନ୍ତି ପରିମଳରେ ଉନ୍ନତି ଆଣିବାରେ ନରେନ୍ଦ୍ର ମୋଦି ଏବଂ ଭାରତ ସରକାରଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ବର୍ତ୍ତମାନ ସ୍ୱଚ୍ଛ ଭାରତର ସଫଳତାକୁ ଭିତ୍ତି କରି ଆଗକୁ ବଢ଼ିବାର ସମୟ।
https://twitter.com/BillGates/status/1049522138065981441

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story