ଚଣ୍ଡିଖୋଲ ଆର୍‌ଟିଓ ଭୂତଗାଡ଼ି ମାମଲାରେ ଫେରାର ଥିବା ଦଲାଲ ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ଆତ୍ମସମର୍ପଣ, ୫ ମାସ ଧରି ଫେରାର ଥିଲେ