ସ୍ୟାଟେଲାଇଟରୁ ସାମ୍ନାକୁ ଆସିଲା ଭାରତ ମହାସାଗରରେ ଚାଇନାର ନୂଆ ମିଶନ

ନୂଆଦିଲ୍ଲୀ: ଆଫ୍ରିକାର ସୀମାନ୍ତ ଅଞ୍ଚଳ ଜିବୁଟିରେ ଚାଇନା ତିଆରି କରିଥିବା ନିଜର ନୌସେନା ବେସ୍‌କୁ ଏବେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଛି। ଏଥିସହ ଏହି ବେସ୍‌ ଜରିଆରେ ଭାରତ ମହାସାଗରେ ମୁତୟନ ହୋଇଥିବା ନିଜର ସମସ୍ତ ଯୁଦ୍ଧ ଜାହାଜକୁ ସହଯୋଗ କରିବା ଆରମ୍ଭ କରି ଦେଇଛି ଚାଇନା। ଚାଇନା ଭାରତ ମହାସାଗରରେ ଆରମ୍ଭ କରିଥିବା ନୂଆ ମିଶନ ସମ୍ପର୍କରେ ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ସୂଚନା ମିଳିଛି। ଭାରତ ମହାସାଗରରେ ନୂଆଦିଲ୍ଲୀକୁ ଟାର୍ଗେଟ କରିବା ପାଇଁ ଚାଇନା ଏପରି ମିଶନ […]

china

china

Hemant Lenka
  • Published: Thursday, 18 August 2022
  • Updated: 18 August 2022, 08:30 PM IST

Sports

Latest News

ନୂଆଦିଲ୍ଲୀ: ଆଫ୍ରିକାର ସୀମାନ୍ତ ଅଞ୍ଚଳ ଜିବୁଟିରେ ଚାଇନା ତିଆରି କରିଥିବା ନିଜର ନୌସେନା ବେସ୍‌କୁ ଏବେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଛି। ଏଥିସହ ଏହି ବେସ୍‌ ଜରିଆରେ ଭାରତ ମହାସାଗରେ ମୁତୟନ ହୋଇଥିବା ନିଜର ସମସ୍ତ ଯୁଦ୍ଧ ଜାହାଜକୁ ସହଯୋଗ କରିବା ଆରମ୍ଭ କରି ଦେଇଛି ଚାଇନା। ଚାଇନା ଭାରତ ମହାସାଗରରେ ଆରମ୍ଭ କରିଥିବା ନୂଆ ମିଶନ ସମ୍ପର୍କରେ ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ସୂଚନା ମିଳିଛି। ଭାରତ ମହାସାଗରରେ ନୂଆଦିଲ୍ଲୀକୁ ଟାର୍ଗେଟ କରିବା ପାଇଁ ଚାଇନା ଏପରି ମିଶନ ଆରମ୍ଭ କରିଥିବା କୁହାଯାଉଛି।

mklfk7m8
୨୦୧୬ରୁ ଚାଇନା ଜିବୁଟିରେ ତା’ର ବେସ୍‌କୁ ବିକଶିତ କରି ଆସୁଥିଲା। ଏଥିପାଇଁ ବେଜିଂ ୫୯୦ ନିୟୁତ ଡଲାର ମଧ୍ୟ ଖର୍ଚ୍ଚ କରିଛି। କୌଣସି ବିଦେଶ ରାଷ୍ଟ୍ରରେ ଚାଇନାର ସାମରିକ ବେସ୍‌ ପ୍ରଥମ ଘଟଣା। ଏହା ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବାବ-ଏଲ୍-ମାଣ୍ଡେବ୍ ଷ୍ଟ୍ରେଟ୍ ଉପରେ ରହିଛି, ଯାହା ଗଲ୍ଫ ଅଫ ଆଡେନ ଓ ଲୋହିତ ସାଗରକୁ ପୃଥକ କରିଥାଏ।

ଏଥିସହ ସୁଇଜ୍ କେନାଲ ରାସ୍ତାର ଗାର୍ଡ ଭାବେ କାର୍ଯ୍ୟ କାରିଥାଏ। ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ସୁଇଜ୍ କେନାଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାର ମୁଖ୍ୟ ପ୍ରବେଶ ପଥ ନିକଟରେ ଚାଇନା ନୌସେନା ବେସ୍‌ ତିଆରି କରିବା ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ରହିଛି।

ଚାଇନାର ଜିବୁଟି ବେସ୍ ଦୁର୍ଗ ଆକାରରେ ନିର୍ମାଣ କରାଯାଇଛି। ଏହାର ଚାରିପାଖରେ ଥିବା ସୁରକ୍ଷା ବଳୟ ଗୁଡ଼ିକ ଠିକ୍‌ ଗୋଟିଏ ପୁରୁଣା ଦୁର୍ଗ ପରି। ବେସ୍‌ ଉପରେ ସିଧାସଳଖ ହମଲାକୁ ପ୍ରତିହତ କରିବା ପାଇଁ ଏପରି ସୁରକ୍ଷା କବଚ ଦିଆଯାଇଥିବା ବିଶେଷଜ୍ଞଙ୍କମାନେ ମତ ଦେଇଛନ୍ତି।

44234128
ସ୍ୟାଟେଲାଇଟ ଦ୍ୱାରା ମ୍ୟାକ୍ସର ଉଠାଇଥିବା ଛବିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଗୋଟିଏ ଚାଇନିଜ୍ ୟୁଜାଓ-ଶ୍ରେଣୀର ଲ୍ୟାଣ୍ଡିଂ ଶିପ୍‌ (ଟାଇପ୍ ୦୭୧) ରହିଛି। ଏହା ନିକଟରେ ୩୨୦ ମିଟର ଲମ୍ବାର ଗୋଟିଏ ଖାଲି ଅଞ୍ଚଳ ରହିଛି। ଏଠାରୁ ହେଲିକପ୍ଟର ଅପରେସନ୍ ମଧ୍ୟ କରାଯାଇପାରିବ। ଭାଇସ ଆଡମିରାଲ ଶେଖର ସିହ୍ନା (ଅବସର) କହିଛନ୍ତି, ସ୍ୟାଟେଲାଇଟ ଛବିରୁ ଜଣାପଡ଼ୁଛି ଯେ ବେସ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ତଥାପି ଏଠାରେ ଅନେକ ନିର୍ମାଣ କାମ ଆଗକୁ ହେବାର ଅଛି।

ସେମାନେ ଭାଗବଣ୍ଟା ଯାଇଥିବା ପାଣିର ଉଭୟ ପାର୍ଶ୍ୱରେ ବେଶ ସହଜରା ଜାହାଜକୁ ମୁତୟନ କରିପାରିବେ। ଯଦିଓ ସମୁଦ୍ର ଜଳରେ ତିଆରି ହୋଇଥିବା ପଥରର ଚଟାଣ ବା ଜେଟିର ମୋଟେଇ କମ୍ ରହିଛି, ତଥାପି ଏଠାରୁ ବେଶ ସହଜରେ ହେଲିକପ୍ଟର ଉଡ଼ାଣ ହୋଇ ପାରିବ ବୋଲି ସେ କହିଛନ୍ତି।

vr5i4kko
ବେସ୍‌ ନିକଟରେ ମୁତୟନ ହୋଇଥିବା ଚେଙ୍ଗବାଇ ଶାନ ନାମକ ଜାହାଜଟିର ଓଜନର ୨୫ ହଜାର ଟନ୍। ଏହାକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ ଏଥିରେ ୮୦୦ ସୈନ୍ୟ, ଯୁଦ୍ଧ ଗାଡ଼ି ଓ ହେଲିକପ୍ଟର ସହଜରେ ରହିପାରିବ। ଚଳିତ ବର୍ଷ ହିଁ ଏହି ଜାହାଜଟି ଭାରତ ମହାସାଗରରେ ପ୍ରବେଶ କରିଥିଲା।

ବରିଷ୍ଠ ଗବେଷକ ଡାମିଆନ୍ ସାଇମନ୍ କହିଛନ୍ତି, ଜାହାଜଟିରେ ଅତ୍ୟାଧୁନିକ ଟ୍ରାକିଂ ଟେକ୍ନୋଲୋଜି ରହିଛି, ଯାହା ବାଲିଷ୍ଟିକ୍ ମିସାଇଲ ଓ ସ୍ୟାଟେଲାଇଟକୁ ମଧ୍ୟ ଟ୍ରାକ୍ କରିପାରିବ। ଦୀର୍ଘ କିମି ଦୂରତା ମଧ୍ୟରେ ଯାହା ବି ଘଟିବ, ତା’ର ତଥ୍ୟ ମଧ୍ୟ ସଂଗ୍ରହ କରିପାରିବାର କ୍ଷମତା ଏହାର ରହିଛି। ଜିବୋଟିରେ ଚାଇନାର ଉପସ୍ଥିତି ଭାରତ ମହାସାଗରରେ ବେଜିଂକୁ ଅଧିକ ଶକ୍ତିଶାଳୀ କରିବ। କେବଳ ଆମେରିକାର ନୁହେଁ, ଭାରତୀୟ ନୌସେନାର ବେସକୁ ଦୃଷ୍ଟିରେ ରଖି ଚାଇନା ଏପରି ପଦକ୍ଷେପ ଗ୍ରହଣ କରିଛି।

5v36rddg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story