ଗୃହରେ ହଟ୍ଟଗୋଳକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ- ରାଜ୍ୟରେ ଚାଷୀ ସ୍ଥିତି ଉତ୍କଟ, ଏହା ଗୁରୁତର ପ୍ରସଙ୍ଗ,ଚାଷୀ ଆନ୍ଦୋଳନ ସତ୍ତ୍ୱେ ସରକାର ଆଲୋଚନାକୁ ଆସୁ ନାହାନ୍ତି