କାଲି ଠାରୁ ଡ୍ରାଏ ରନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ।  ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି । ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିଥିଲେ । ଟିକାକରଣର ଡ୍ରାଏ ରନ୍ ପାଇଁ ବ୍ୟାପକ […]

Coronavirus-vaccine

Coronavirus-vaccine

Tapas Behera
  • Published: Friday, 01 January 2021
  • Updated: 01 January 2021, 04:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତାକାଲି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ ହେବ।  ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କେମିତି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏଥିପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା DMET ସିବିକେ ମହାନ୍ତି କହିଛନ୍ତି । ଏହା ପୂର୍ବରୁ ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହିତ କୋଭିଡ ଟିକାକରଣ ନେଇ ଆଲୋଚନା କରିଥିଲେ । ଟିକାକରଣର ଡ୍ରାଏ ରନ୍ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡିଏମ୍ଇଟି କହିଛନ୍ତି । ପୂର୍ବରୁ ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜରାଟ ଏବଂ ଆସାମରେ କୋଭିଡ ଟିକାର ଡ୍ରାଏ ରନ୍ କରାଯାଇଛି । ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନ୍ କଥା ଶୁଣିବା ପରେ ରାଜ୍ୟବାସୀଙ୍କୁ ଖୁବଶୀଘ୍ର ଟିକା ମିଳିବା ନେଇ ଆଶା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story