ଢେଙ୍କାନାଳ: ପାଣି ପାଇଁ ତାତିଲେ ମହିଳା, ନିର୍ବାହୀ ଓ କନିଷ୍ଠ ଯନ୍ତ୍ରୀ ହଟହଟା

ଢେଙ୍କାନାଳ: ଢେଙ୍କାନାଳରେ ପାଣି ପାଇଁ ମହିଳାମାନେ ତାତିଛନ୍ତି। ଖାଲି ତାତି ନାହାନ୍ତି ଏକାଠି ହୋଇ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଭିତରକୁ ଧଶେଇ ପଶିବା ସହ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣି ଓ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ମିଶ୍ରଙ୍କୁ ଧରି ୱାର୍ଡ ବୁଲାଇ ପ୍ରତିଦିନ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଦେଖାଇଛନ୍ତି। ଏପରି ଘଟଣା ଢେଙ୍କାନାଳ ମୁନିସିପାଲିଟିରେ ଦେଖିବାକୁ ମିଳିଛି। ଶେଷରେ ପାଣି ସମସ୍ୟାର ସମାଧାନ କରାଯିବାକୁ ଯନ୍ତ୍ରୀ ଦ୍ୱୟ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପାଖରୁ ଛାଡ଼ ପାଇଛନ୍ତି। […]

denkanal

denkanal

Rakesh Mallick
  • Published: Monday, 21 March 2016
  • Updated: 21 March 2016, 12:22 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳରେ ପାଣି ପାଇଁ ମହିଳାମାନେ ତାତିଛନ୍ତି। ଖାଲି ତାତି ନାହାନ୍ତି ଏକାଠି ହୋଇ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଭିତରକୁ ଧଶେଇ ପଶିବା ସହ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣି ଓ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ମିଶ୍ରଙ୍କୁ ଧରି ୱାର୍ଡ ବୁଲାଇ ପ୍ରତିଦିନ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଦେଖାଇଛନ୍ତି। ଏପରି ଘଟଣା ଢେଙ୍କାନାଳ ମୁନିସିପାଲିଟିରେ ଦେଖିବାକୁ ମିଳିଛି। ଶେଷରେ ପାଣି ସମସ୍ୟାର ସମାଧାନ କରାଯିବାକୁ ଯନ୍ତ୍ରୀ ଦ୍ୱୟ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପାଖରୁ ଛାଡ଼ ପାଇଛନ୍ତି।denkanal

ଦୀର୍ଘଦିନ ହେବ ମ୍ୟୁନିସିପାଲିଟିର ୧୪, ୧୭ ଓ ୧୮ ନମ୍ୱର ୱାର୍ଡରେ ପାଣି ସମସ୍ୟା ଲାଗି ରହିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର ସମାଧାନ କରାଯାଉ ନ ଥିବାରୁ ଆଜି ଏହି ୱାର୍ଡର ମହିଳାମାନେ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଅଫିସରେ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ କି ଅନ୍ୟ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ଦୀର୍ଘ ସମୟ ପରେ ନିର୍ବାହୀ ମନ୍ତ୍ରୀ ଅଫିସ ଆସିଥିଲେ। ଯନ୍ତ୍ରୀ ଆସି ମହିଳାମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସେମାନେ ଅଭିଯୋଗ କରିବା ସହ ତାଙ୍କୁ ବାହାରକୁ ଘୋଷାଡ଼ି ଆଣି ମାଡ଼ ମାରି ଖରାରେ ବସାଇ ଦେଇଥିଲେ। ପରେ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ୫ରୁ ୭ କି.ମି. ଚଲାଇ ଚଲାଇ ବିଭିନ୍ନ ୱାର୍ଡ ବୁଲାଇବା ସହ ପାଣି ବାହାରୁ ନ ଥିବା ନଳକୂପ ଓ ପାଇପ୍‌ ଦେଖାଇଥିଲେ।denkanal-1

ନିର୍ବାହୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣି କହିଛନ୍ତି, “୧୪ ନମ୍ବର ୱାର୍ଡକୁ ଟ୍ୟାଙ୍କରରେ ପାଣି ଯୋଗାଇ ଦେବୁ। ଅନ୍ୟ ଦୁଇ ୱାର୍ଡରେ ମଧ୍ୟ ପାଣି ସମସ୍ୟା ରହିଛି। ହାଉସିଂ ବୋର୍ଡରୁ ଯେଉଁ ପାଣି ମିଳିବ ତାକୁ ଏଠାକୁ ଚନ୍ଦନବଜାର ପଟେ ପାଇପ୍‌ ଯୋଗେ ଆଣିବାକୁ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି। ଆସନ୍ତାକାଲି ସେ ଏହାର ଯାଞ୍ଚ କରିବେ। ଯଦି ସେଠାରୁ ଅଣାଯାଇ ପାରିବ ତେବେ ତୁରନ୍ତ ଯୋଗାଣ ହେବ, ନ ହେଲେ ଏବେ ଟ୍ୟାଙ୍କର ମାଧ୍ୟମରେ ଏହି ଦୁଇ ୱାର୍ଡକୁ ଜଳ ଯୋଗାଣ ହେବ। ୨୦୧୬-୧୭ ବର୍ଷରେ ରାମେଶ୍ୱରପୁରକୁ ପିଏଚ୍‌ଡି ପାଣି ଯୋଗାଣ ପାଇଁ ବ୍ୟବସ୍ଥା କରୁଛୁ। ୧୦ ଏମଏଲଡି ପାଣି ଆବଶ୍ୟକ ଥିବା ବେଳେ ଆମ ପାଖରେ ୬ ଏମ୍‌ଏଲ୍‌ଡି ପାଣି ଅଛି। ତେଣୁ ସମସ୍ତଙ୍କୁ ଭାଗବଣ୍ଟା କରି ଦେବାକୁ ପଡୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story