ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ସହ ବୈଠକ କଲେ ଜୟଶଙ୍କର, ଉଠିଲା ଏଲଏସି ବିବାଦ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମାରେ ତିକ୍ତତା ଲାଗି ରହିଥିବା ବେଳେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପର ସହ ବୈଠକ କରିଛନ୍ତି। ଉଭୟ ଏହି ବୈଠକରେ ସମୟରେ ଏଲଏସିରେ ଚାଲିଥିବା ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଏଲଏସିରେ […]

India

India

Hemant Lenka
  • Published: Wednesday, 14 July 2021
  • Updated: 14 July 2021, 09:05 PM IST

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମାରେ ତିକ୍ତତା ଲାଗି ରହିଥିବା ବେଳେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପର ସହ ବୈଠକ କରିଛନ୍ତି। ଉଭୟ ଏହି ବୈଠକରେ ସମୟରେ ଏଲଏସିରେ ଚାଲିଥିବା ବିବାଦ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି।

ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଏଲଏସିରେ ସୃଷ୍ଟି ହୋଇଥିବା ଉତ୍ତେଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏସ ଜୟଶଙ୍କର ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ବୈଠକରେ ଉଭୟ ଦେଶ ଖୁବଶୀଘ୍ର ବରିଷ୍ଠ ସାମରିକ କମାଣ୍ଡରଙ୍କୁ ନେଇ ସୀମା ବିବାଦ ସମ୍ପର୍କରେ ଆଲୋଚନା କରିବେ ବୋଲି ରାଜି ହୋଇଛନ୍ତି। ସୀମାନ୍ତ ଅଞ୍ଚଳରେ ଶାନ୍ତି ସ୍ଥାପନ ନିହାତି ଜରୁରୀ ବୋଲି ଜୟଶଙ୍କର ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗଙ୍କୁ ମଧ୍ୟ ରୋକଠୋକ କହିଛନ୍ତି।

ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ସମ୍ପର୍କରେ ହୋଇଥିବା ଆଲୋଚନା ସମ୍ପର୍କରେ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି, ଦୁଶାନବେ ଏସସିଓ ବୈଠକର ସାଇଡଲାଇନରେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଏକ ଘଣ୍ଟାର ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ୱେଷ୍ଟର୍ଣ୍ଣ ଅଞ୍ଚଳର ଏଲଏସି ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ହିଁ ବୈଠକର ମୂଳ ଫୋକସ ରହିଥିଲା। ସୀମାର ସ୍ଥିତାବସ୍ଥାକୁ ଏକପାଖିଆ ଭାବେ ପରିବର୍ତ୍ତନ ଗ୍ରହଣୀୟ ନୁହେଁ।

ଆମ ସମ୍ପର୍କର ସେତକୁ ଆଗୁଆ ନେବା ପାଇଁ ସୀମାନ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଜରୁରୀ। ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ଥରୀୟ ଆଲୋଚନା ହେବ ବୋଲି ବୈଠକରେ ସହମତି ହୋଇଥିବା ଜୟଶଙ୍କର କହିଛନ୍ତି।

ଜୟଶଙ୍କର ତାଙ୍କ ଚାଇନା ପ୍ରତିପକ୍ଷଙ୍କ ସହ ଉଠାଇଥିବା ଫଟୋକୁ ମଧ୍ୟ ଟ୍ୱିଟ କରିଛନ୍ତି। ମହାମାରୀ କରୋନା ଯୋଗୁ ଉଭୟ ମାସ୍କ ପିନ୍ଧିଥିବା ବେଳେ ହାତ ବଦଳରେ ବାହୁ ମିଳାଉଥିବା ଦୃଶ୍ୟ ଏଥିରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story