ଚାମ୍ପିୟନଙ୍କ ଚାମ୍ପିୟନ ପତ୍ନୀ: କେତେ ଜାଣନ୍ତି କ୍ରିକେଟ୍‌ଙ୍କର ହୋମ୍‌ ମିନିଷ୍ଟରଙ୍କୁ ?

କ୍ରିକେଟ ପାଗଳ ଦେଶ ହେଉଛି ଭାରତ। ପ୍ରତି କ୍ରିକେଟର ହେଉଛନ୍ତି ଜଣେ ଜଣେ ଷ୍ଟାର ବା ସେଲିବ୍ରିଟି।  ଫ୍ୟାନ ମାନେ ସର୍ବଦା ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ତେବେ ଏହି କ୍ରିକେଟରଙ୍କ ଧର୍ମପତ୍ନୀଙ୍କ ବିଷୟରେ ଆପଣ ଜାଣିଛନ୍ତି କି? ଏମାନେ ମଧ୍ୟ କୌଣସି ସେଲିବ୍ରିଟିଙ୍କ ଠାରୁ କମ୍‌ ନୁହନ୍ତି। ଏମାନେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି ପୂରା ଭାରତକୁ। ଆସନ୍ତୁ ଜାଣିବା କ୍ରିକେଟରଙ୍କ ଗ୍ଲାମରସ୍ ଧର୍ମପତ୍ନୀଙ୍କ ପେଶା ବିଷୟରେ। pic-courtesy: india-forums.com ସୌରଭ […]

cricketers-wife

cricketers-wife

Rakesh Mallick
  • Published: Friday, 05 May 2017
  • Updated: 05 May 2017, 07:44 PM IST

Sports

Latest News

କ୍ରିକେଟ ପାଗଳ ଦେଶ ହେଉଛି ଭାରତ। ପ୍ରତି କ୍ରିକେଟର ହେଉଛନ୍ତି ଜଣେ ଜଣେ ଷ୍ଟାର ବା ସେଲିବ୍ରିଟି।  ଫ୍ୟାନ ମାନେ ସର୍ବଦା ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ତେବେ ଏହି କ୍ରିକେଟରଙ୍କ ଧର୍ମପତ୍ନୀଙ୍କ ବିଷୟରେ ଆପଣ ଜାଣିଛନ୍ତି କି? ଏମାନେ ମଧ୍ୟ କୌଣସି ସେଲିବ୍ରିଟିଙ୍କ ଠାରୁ କମ୍‌ ନୁହନ୍ତି। ଏମାନେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି ପୂରା ଭାରତକୁ। ଆସନ୍ତୁ ଜାଣିବା କ୍ରିକେଟରଙ୍କ ଗ୍ଲାମରସ୍ ଧର୍ମପତ୍ନୀଙ୍କ ପେଶା ବିଷୟରେ।

pic-courtesy: india-forums.comsaurav

ସୌରଭ ଗାଙ୍ଗୁଲି: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ। ଭାରତୀୟ କ୍ରିକେଟକୁ  ନୂଆ ଦିଗ୍‌ଦର୍ଶନ ଦେଇଛନ୍ତି ବେଙ୍ଗଲ ଦାଦା । ସେ ଡୋନାଙ୍କୁ ଭଲପାଇ ବିବାହ କରିଥିଲେ। ଡୋନା ପେଶାରେ ଜଣେ ଡ୍ୟାନ୍ସର। ସେ ଡ୍ୟାନ୍ସ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି ସମଗ୍ର ଭାରତରେ।

pic-courtesy:indianexpress.comYuvraj Singh with Hazel Keech

ଯୁବରାଜ ସିଂହ: ଭାରତକୁ ବିଶ୍ୱକପ୍ ଜିତାଇଥିବା ଧୂଆଁଧାର ବ୍ୟାଟସ୍‌ମ୍ୟାନ ଯୁବରାଜ ସିଂହ। ହେଜଲ କିଚ୍‌ଙ୍କୁ ନିଜ ସହଧର୍ମିଣି ରୂପେ ପାଇ ବେଶ୍ ଖୁସି ଅଛନ୍ତି ଯୁବରାଜ। ହଟ୍‌ ହେଜଲଙ୍କୁ ଭଲପାଇ ବିବାହ କରିଛନ୍ତି ଯୁବି। ବଲିଉଡ଼ ଫିଲ୍ମ ବଡ଼ିଗାର୍ଡରେ ଅଭିନୟ କରିଥିବା ହେଜଲ ପେଶାରେ ଜଣେ ମଡେଲ ଓ ଅଭିନେତ୍ରୀ।

pic-courtesy:indianexpress.comrohit

ରୋହିତ ଶର୍ମା: ଭାରତୀୟ ଟିମ୍‌ର ଓପନ୍‌ର ବ୍ୟାଟସମ୍ୟାନ୍‌ ରୋହିତ ୬ ବର୍ଷର ପ୍ରେମିକା ରିତିକା ସଜଦେହଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ ବନାଇଛନ୍ତି। ରିତିକା ପେଶାରେ ଜଣେ ସେଲିବ୍ରିଟି ମ୍ୟାନେଜର। ଏହି ପ୍ରଫେସନରେ ଥିବା ବେଳେ ହିଁ ରୋହିତଙ୍କ ସହ ଦେଖା ହୋଇଥିଲା ଏବଂ ଦୁହେଁ ଦୁହିଁଙ୍କୁ ମନ ଦେଇ ବସିଥିଲେ।

pic-courtesy:weddingsutra.comdinesh_dipika

ଦିନେଶ କାର୍ତ୍ତିକ: ଏବେ ଆଇପିଏଲ୍‌ରେ ଧୁମ୍‌ ମଚାଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ୱିକେଟ୍‌କିପର ଦିନେଶ । ଏହି ତାମିଲନାଡ଼ୁ କ୍ରିକେଟର ଦ୍ୱିତୀୟ ବିବାହ କରିଛନ୍ତି ଭାରତର ଏକ ନମ୍ବର ସ୍କ୍ୱାସ୍ ଖେଳାଳୀ ଦୀପିକା ପାଲିକଲଙ୍କୁ। ଭାରତ ତରଫରୁ ସ୍କ୍ୱାସ ଖେଳୁଥିବା ଦୀପିକା ନିଜର ସୁନ୍ଦର ଚେହେରା ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।

pic-courtesy:mymarriagewebsite.comSuresh_Raina

ସୁରେଶ ରାଇନା: ନିଜ ଆକ୍ରମଣାତ୍ମକ ବ୍ୟାଟିଂ ମାଧ୍ୟମରେ ସର୍ବଦା କ୍ରିକେଟପ୍ରେମୀଙ୍କୁ ବାନ୍ଧି ରଖିଥିବା ସୁରେଶ ରାଇନା ବିବାହ କରିଛନ୍ତି ନିଜର ଛୋଟ ବେଳର ବାନ୍ଧବୀ ପ୍ରିୟଙ୍କା ଚୌଧୁରୀଙ୍କୁ। ପେଶାରେ ପ୍ରିୟଙ୍କା ଜଣେ ବ୍ୟାଙ୍କର। ବିବାହ ପରେ ମଧ୍ୟ ସେ ଚାକିରୀ ଜାରି ରଖିବା ସହ ନେଦରଲ୍ୟାଣ୍ଡରେ ରହୁଛନ୍ତି।

pic-courtesy:indiatvnews.comayesha

ଶିଖର ଧୱନ୍‌: ଭାରତୀୟ କ୍ରିକେଟ ଟିମ୍‌ରେ ଗବ୍ବର କହିଲେ ଶିଖର ଧୱନ୍‌ଙ୍କୁ ବୁଝାଏ। ନିଜ ଠାରୁ ୧୦ ବର୍ଷ ବଡ଼ ଅଷ୍ଟ୍ରେଲିଆ ବକ୍ସର ଆୟେଶାଙ୍କ ପ୍ରେମରେ ପଡିଥିଲେ ଶିଖର। ତେବେ ଶିଖରଙ୍କର ଏହା ପ୍ରଥମ ବିବାହ ହୋଇଥିବା ବେଳେ ଆୟେଶା କରୁଥିଲେ ଦ୍ୱିତୀୟ ବିବାହ। ସୋସିଆଲ ମିଡ଼ିଆରେ ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା।

pic-courtesy:frostsnow.combinny

ଷ୍ଟୁଆର୍ଟ ବିନ୍ନି: ଭାରତୀୟ କ୍ରିକେଟ ଟିମ୍‌ରେ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି । ତାଙ୍କର ଅନ୍ୟ ଏକ ପରିଚୟ ହେଲା ସେ ପୂର୍ବତନ ଖେଳାଳି ରୋଜର ବିନ୍ନିଙ୍କ ପୁଅ। ସ୍ପୋଟର୍ସ ଆଙ୍କର ମୟନ୍ତି ଲାଙ୍ଗରଙ୍କୁ ବିବାହ କରିଛନ୍ତି ବିନ୍ନି। ନିଜ ଆଙ୍କରିଂ କଳାରେ ଆଇପିଏଲ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ ମୟନ୍ତି।

News courtesy : jagaran junction

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story