ପୁରୁଣା ଦିନର ପୁରୀ: ବାଲିଭର୍ତ୍ତି ବଡ଼ଦାଣ୍ଡ, ଫାଙ୍କା ଫାଙ୍କା ସିଂହଦ୍ୱାର

ପୁରୁଣା ଦିନରେ କେମିତି ଦିଶୁଥିଲା ପୁରୀ ସହର। ସେ ସମୟରେ କେମିତି ଦିଶୁଥିଲା ବଡ଼ଦାଣ୍ଡ, ଶ୍ରୀମନ୍ଦିର ଓ ରାଜ ନଅର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧ ପୁରୀ ସହରର ସ୍ୱରୂପ ଥିଲା ଖୁବ୍ ନିଆରା। ଏ ସଂପର୍କରେ କିଛି ସଂଗ୍ରହାଳୟରେ ଫଟୋଚିତ୍ର ସବୁ ରହିଛି। ଏଇଠି ଥିଲା ପୁରୀ ଗଜପତି ମହାରାଜଙ୍କ ରାଜନଅର। ପୁରୀ ସହରର ପୂରା ପରମ୍ପରା ଚାଲିଥିଲା ବଡ଼ଦେଉଳକୁ ନେଇ ଓ ସବୁଠାରୁ ବଡ଼ ଲୀଳାଖେଳାର କ୍ଷେତ୍ର ଥିଲା ବଡ଼ଦାଣ୍ଡ। ସେତେବେଳେ ଏମିତି […]

jagannath temple

jagannath temple

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 06:45 PM IST

[vc_video link="https://www.youtube.com/watch?v=P8FiEh5XIMA" align="center"]

ପୁରୁଣା ଦିନରେ କେମିତି ଦିଶୁଥିଲା ପୁରୀ ସହର। ସେ ସମୟରେ କେମିତି ଦିଶୁଥିଲା ବଡ଼ଦାଣ୍ଡ, ଶ୍ରୀମନ୍ଦିର ଓ ରାଜ ନଅର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବିଶ୍ୱ ପ୍ରସିଦ୍ଧ ପୁରୀ ସହରର ସ୍ୱରୂପ ଥିଲା ଖୁବ୍ ନିଆରା। ଏ ସଂପର୍କରେ କିଛି ସଂଗ୍ରହାଳୟରେ ଫଟୋଚିତ୍ର ସବୁ ରହିଛି। ଏଇଠି ଥିଲା ପୁରୀ ଗଜପତି ମହାରାଜଙ୍କ ରାଜନଅର। ପୁରୀ ସହରର ପୂରା ପରମ୍ପରା ଚାଲିଥିଲା ବଡ଼ଦେଉଳକୁ ନେଇ ଓ ସବୁଠାରୁ ବଡ଼ ଲୀଳାଖେଳାର କ୍ଷେତ୍ର ଥିଲା ବଡ଼ଦାଣ୍ଡ। ସେତେବେଳେ ଏମିତି ପକ୍କା ରାସ୍ତା ନଥିଲା। ବଡ଼ଦାଣ୍ଡରେ ଥିଲା ବାଲି ଭର୍ତ୍ତି। ସେଥିପାଇଁ କୁହାଯାଉଥିଲା ଶରଧା ବାଲି। (ଭିଡିଓ ଦେଖନ୍ତୁ)

କାଁ ଭାଁ ଦୋକାନ ବଜାର ଦେଖିବାକୁ ମିଳୁଥିଲା। ଲୋକମାନେ ଲେଙ୍ଗୁଟି ପିନ୍ଧି ବଜାରକୁ ଆସୁଥିଲେ। ନଡ଼ା ଛପର ଘର କିଛି ଥିଲା। କୋଠାଘର କହିଲେ କେବଳ ରାଜନଅର ଓ ଆଉ କିଛି କାଁ ଭାଁ ମଠ। ପୂରା ଫ।ଙ୍କ। ଫ।ଙ୍କ। ଥିଲା ପୂରା ବଡ଼ଦାଣ୍ଡ। ଆହୁରି ପୁରୁଣା ଦିନରେ କୁହାଯାଏ, ବଡ଼ଦାଣ୍ଡକୁ ଦୁଇଭାଗ କରିଥିଲା ଏକ ନଈ। ସେଥିପାଇଁ ପୂର୍ବରୁ ୬ଟି ରଥ ହେଉଥିଲା। ନଈ ଏପଟେ ତିନି ଠାକୁରଙ୍କୁ ନେଇ ଯାଉଥିଲା ୩ଟି ରଥ ଓ ସେପଟେ ଅପେକ୍ଷା କରିଥାଏ ଆଉ ୩ଟି ରଥ। ସେହିପରି ସିଂହଦ୍ୱାର ସାମ୍ନା ବି ବର୍ତ୍ତମାନ ପରି ଏତେଟା ଭିଡ଼ ଓ ଗହଳିଚହଳି ନଥିଲା। ସେତେବେଳେ ସେ ଜାଗାଟି ପୂରା ଫାଙ୍କା ଫାଙ୍କା ଥିଲା। ପୁରୀ ସହରଟି ଖୁବ୍ ଛୋଟ ଥିଲା। ସମୁଦ୍ର ଆଡ଼କୁ କିଛିବାଟ ଗଲେ ପୂରା ବଣରେ ଭର୍ତ୍ତି ଥିଲା ପୂରା ଅଂଚଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story