୩୦୦ ରନ୍ କରିବାରେ ଭାରତର ରେକର୍ଡ; ପଛରେ ପଡ଼ିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ:  ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଗତକାଲି ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩୧୦ ରନ୍ କରିବା ସହିତ ଏକ ନୂଆ ରେକର୍ଡ ତିଆରି କରିଛି। ଭାରତୀୟ ଦଳ ଏବେ ସୁଦ୍ଧା ୯୬ ଥର ୩୦୦ ବା ତା’ଠାରୁ ଅଧିକ ରନ୍ କରି ସାରିଛି। ଏହା ଏକ ରେକର୍ଡ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। କଙ୍ଗାରୁ ଟିମ୍ ୯୫ ଥର ୩୦୦ ଅବା ତା’ ଠାରୁ ଅଧିକ ରନ୍ କରିଛି। ୩୦୦ ବା ତା’ଠାରୁ ଅଧିକ […]

TeamIndia

TeamIndia

Rakesh Mallick
  • Published: Monday, 26 June 2017
  • Updated: 26 June 2017, 11:50 AM IST

Sports

Latest News

ନୂଆଦିଲ୍ଲୀ:  ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ଗତକାଲି ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ୩୧୦ ରନ୍ କରିବା ସହିତ ଏକ ନୂଆ ରେକର୍ଡ ତିଆରି କରିଛି। ଭାରତୀୟ ଦଳ ଏବେ ସୁଦ୍ଧା ୯୬ ଥର ୩୦୦ ବା ତା’ଠାରୁ ଅଧିକ ରନ୍ କରି ସାରିଛି। ଏହା ଏକ ରେକର୍ଡ। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାଁରେ ଥିଲା। କଙ୍ଗାରୁ ଟିମ୍ ୯୫ ଥର ୩୦୦ ଅବା ତା’ ଠାରୁ ଅଧିକ ରନ୍ କରିଛି। ୩୦୦ ବା ତା’ଠାରୁ ଅଧିକ ରନ୍ କରିବାରେ ତୃତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା। ଏହି ଦଳ ୭୭ ଥର ଏଭଳି ସ୍କୋର ହାସଲ କରିଛି। ସେହିପରି ପାକିସ୍ତାନ ୬୯ ଥର ୩୦୦ ବା ତା’ଠାରୁ ଅଧିକ ରନ୍ କରିଥିବା ବେଳେ ଶ୍ରୀଲଙ୍କା ୬୩, ଇଂଲଣ୍ଡ ୫୭ ଓ ନ୍ୟୁଜିଲାଣ୍ଡ ୫୧ ଥର ୩୦୦ ବା ତା’ଠାରୁ ଅଧିକ ରନ୍ ହାସଲ କରିଛି।

ଭାରତ ପ୍ରଥମ ଥର ପାଇଁ ୧୯୯୬ ମସିହା ମାର୍ଚ୍ଚ ୧୫ ତାରିଖରେ ୩୦୦ ରନ୍ କରିଥିଲା। ଅଷ୍ଟ୍ରେଲିଆ ୧୯୭୫ରେ ପ୍ରଥମେ ୩୦୦ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story