ଆଇପିଏଲ୍‌ର ହାଇଭୋଲଟେଜ୍‌ ଲଢେଇ: ପଞ୍ଜାବ-ପୁନେ ମ୍ୟାଚ୍‌ ଜାରି,୨ୟ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ ବାଙ୍ଗାଲୋର

ଇନ୍ଦୋର: ଆଇପିଏଲର ଆଜି ଖେଳାଯାଉଛି ଦୁଇ ଦୁଇଟି ହାଇଭୋଲଟେଜ୍‌ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ଟି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଏବଂ ରାଇଜିଂ ପୁନେ ସୁପରଜ୍ୟାଣ୍ଟ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ସନ୍ଧ୍ୟା ୮ଟା ସମୟରେ ବାଙ୍ଗାଲୋରର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ। ଇନ୍ଦୋର ଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ପଞ୍ଜାବ ଟସ୍‌ ଜିତି ଫିଲ୍ଡିଂ କରିବା ପାଇଁ ନିସ୍ପତି ନେଇଥିଲା। ମୁମ୍ବାଇ ବିପକ୍ଷ ମ୍ୟାଚରେ ପୁନେ ଆକର୍ଷଣୀୟ ବିଜୟଲାଭ କରିଥିବା ସ୍ଥଳେ […]

shane-watson-ipl-m_Fotor_Collage_Fotor_Collage

Rakesh Mallick
  • Published: Saturday, 08 April 2017
  • Updated: 09 April 2017, 08:16 AM IST

Sports

Latest News

ଇନ୍ଦୋର: ଆଇପିଏଲର ଆଜି ଖେଳାଯାଉଛି ଦୁଇ ଦୁଇଟି ହାଇଭୋଲଟେଜ୍‌ ମ୍ୟାଚ୍। ପ୍ରଥମ ମ୍ୟାଚ୍‌ଟି କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଏବଂ ରାଇଜିଂ ପୁନେ ସୁପରଜ୍ୟାଣ୍ଟ ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ସନ୍ଧ୍ୟା ୮ଟା ସମୟରେ ବାଙ୍ଗାଲୋରର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ। ଇନ୍ଦୋର ଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ପଞ୍ଜାବ ଟସ୍‌ ଜିତି ଫିଲ୍ଡିଂ କରିବା ପାଇଁ ନିସ୍ପତି ନେଇଥିଲା। ମୁମ୍ବାଇ ବିପକ୍ଷ ମ୍ୟାଚରେ ପୁନେ ଆକର୍ଷଣୀୟ ବିଜୟଲାଭ କରିଥିବା ସ୍ଥଳେ ଟିମ୍‌ର ମନୋବଳ ବୃଦ୍ଧି ପାଇଛି ତେଣୁ ଏହି ମ୍ୟାଚ ପାଇଁ ଦୃଢ଼ ମନୋବଳ ନେଇ ପଡିଆକୁ ଓହ୍ଲାଇଛି ପୁନେ। ସେପଟେ ପଞ୍ଜାବ ଚଳିଥ ଆଇପିଏଲର ତାର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଏହି ମ୍ୟାଚ୍‌ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ପାଇଁ ଚେଷ୍ଟା କରିବା।

ଅନ୍ୟପଟେ ଦିଲ୍ଲୀ ଡେୟାର ଡେଭିଲ୍ସ ଚଳିତ ଆଇପିଏଲ୍‌ର ତାର ପ୍ରଥମ ମ୍ୟାଚ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଜି ଖେଳିବ। ଅଭିଜ୍ଞ ବୋଲର ଜାହିର୍‌ ଖାନ୍‌ଙ୍କ ନେତୃତ୍ୱରେ ଦିଲ୍ଲୀ ଦଳ ଆଜି ସନ୍ଧ୍ୟା ୮ଟାରେ ପଡିଆକୁ ଓହ୍ଲାଇବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story