ଜାଡେଜା ‘କଟପ୍ପା’, ପାଣ୍ଡ୍ୟା ‘ବାହୁବଲୀ’

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ରେ ଭାରତ-ପାକିସ୍ତାନଠାରୁ ୧୮୦ ରନ୍‌ରେ ପରାସ୍ତ ହୋଇଛି। ଇଂଲଣ୍ଡର ଓଭାଲରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ମାତ୍ର ୧୫୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତର ଏହି ଲଜ୍ୟାଜନକ ପରାସ୍ତ ପରେ କ୍ରିକେଟ୍ ପ୍ରେମୀ ଖେଳାଳିଙ୍କ ଉପର ରାଗି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୋସିଆଲ୍ ମିଡିଆରେ ରାଗ ଶୁଝାଇଛନ୍ତି।  ଏଥିରେ ଜାଡେଜାଙ୍କୁ ପୂରା ଭିଲିଆନ୍ ବନାଇ ଦିଆଯାଇଛି। ପାଣ୍ଡ୍ୟାଙ୍କ ରନ୍ ଆଉଟ୍ ପାଇଁ ତାଙ୍କୁ ଦାୟୀ କରାଯାଇଛି। […]

jadeja

jadeja

Rakesh Mallick
  • Published: Monday, 19 June 2017
  • Updated: 19 June 2017, 10:18 AM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ରେ ଭାରତ-ପାକିସ୍ତାନଠାରୁ ୧୮୦ ରନ୍‌ରେ ପରାସ୍ତ ହୋଇଛି। ଇଂଲଣ୍ଡର ଓଭାଲରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ ମାତ୍ର ୧୫୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତର ଏହି ଲଜ୍ୟାଜନକ ପରାସ୍ତ ପରେ କ୍ରିକେଟ୍ ପ୍ରେମୀ ଖେଳାଳିଙ୍କ ଉପର ରାଗି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସୋସିଆଲ୍ ମିଡିଆରେ ରାଗ ଶୁଝାଇଛନ୍ତି।  ଏଥିରେ ଜାଡେଜାଙ୍କୁ ପୂରା ଭିଲିଆନ୍ ବନାଇ ଦିଆଯାଇଛି। ପାଣ୍ଡ୍ୟାଙ୍କ ରନ୍ ଆଉଟ୍ ପାଇଁ ତାଙ୍କୁ ଦାୟୀ କରାଯାଇଛି। ସୋସିଆଲ୍ ମିଡିଆରେ ଭାରତୀୟ ଖେଳାଳିମାନଙ୍କୁ ନେଇ ହୋଇଥିବା ବିଭିନ୍ନ ସମାଲୋଚନା ମଧ୍ୟରୁ ଗୋଟିଏ ଫଟୋ ସମ୍ବଳିତ ସମାଲୋଚନା ଅଧିକ ଚର୍ଚ୍ଚିତ ହୋଇଛି। ଏଥିରେ ପାଣ୍ଡ୍ୟାଙ୍କୁ ‘ବାହୁବଲୀ’ ଭାବେ ଚିତ୍ରଣ କରାଯାଇଥିବା ବେଳେ ଜାଡ଼େଜାଙ୍କୁ ‘କଟପ୍ପା’ ଭାବେ ଚିତ୍ରଣ କରାଯାଇଛି। ଜାଡେଜା ପାଣ୍ଡ୍ୟାଙ୍କୁ ପଛ ପଟୁ ଖଣ୍ଡାରେ ଭୁସୁ ଥିବା ଚିତ୍ର ପୋଷ୍ଟ କରାଯାଇଛି।

ଅବଶ୍ୟ ସୋସିଆଲ୍ ମିଡିଆରେ ଅନେକ ଭାରତୀୟ ଟିମ୍‌କୁ ସମର୍ଥନ ଜଣାଇଛନ୍ତି ଓ ଭାଙ୍ଗି ନ ପଡ଼ିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story