ଗଛକୁ ପିଟିଲା ଇନୋଭା: ୨ ମୃତ, ୨ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଇନୋଭା କାର୍ ଗଛରେ ପିଟି ହେବାରୁ ଜଣେ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ  ବାସନ୍ତୀ ସୁନା (୫୬) ଓ ତାଙ୍କ ନାତୁଣୀ ପ୍ରଭାସିନୀ ସୁନା (୧୦)। ଗୁରୁତର ଆହତମାନେ ହେଲେ ବଳାରାମ ସୁନା ଓ ତାଙ୍କ ସ୍ତ୍ରୀ। ସେମାନଙ୍କ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି […]

car-accident

car-accident

Rakesh Mallick
  • Published: Monday, 12 December 2016
  • Updated: 12 December 2016, 08:40 AM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଚାଞ୍ଚେର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଇନୋଭା କାର୍ ଗଛରେ ପିଟି ହେବାରୁ ଜଣେ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ  ବାସନ୍ତୀ ସୁନା (୫୬) ଓ ତାଙ୍କ ନାତୁଣୀ ପ୍ରଭାସିନୀ ସୁନା (୧୦)। ଗୁରୁତର ଆହତମାନେ ହେଲେ ବଳାରାମ ସୁନା ଓ ତାଙ୍କ ସ୍ତ୍ରୀ। ସେମାନଙ୍କ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ଏହି ପରିବାରଟି ଭବାନୀପାଟଣାରେ ଏକ ବାହାଘର ଭୋଜି ଖାଇ କେସିଙ୍ଗା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos