କଟକ: ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଅଗ୍ନିକାଣ୍ଡ

କଟକ: କଟକ ଝୋଲାସାହି ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆଜି ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାଙ୍କର ଅନେକ ଜିନିଷପତ୍ର ପୋଡ଼ି ଯାଇଛି। ତେବେ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ। ଭୋର ପ୍ରାୟ ସାଢ଼େ ୪ଟା ବେଳେ ବ୍ୟାଙ୍କ ଭିତରୁ ନିଆଁ ବାହାରୁଥିବା ସୁରକ୍ଷାକର୍ମୀମାନେ ଦେଖିଥିଲେ। ଏହା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ବି ଜଣାପଡ଼ିନାହିଁ। ବ୍ୟାଙ୍କରେ ନିଆଁ ଲଗିବା ବେଳେ କୌଣସି ସାଇରନ୍ ବାଜି ନ ଥିଲା। ବ୍ୟାଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ ନ […]

fire

fire

Rakesh Mallick
  • Published: Friday, 29 July 2016
  • Updated: 29 July 2016, 09:59 AM IST

Sports

Latest News

କଟକ: କଟକ ଝୋଲାସାହି ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଆଜି ଭୋରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାଙ୍କର ଅନେକ ଜିନିଷପତ୍ର ପୋଡ଼ି ଯାଇଛି। ତେବେ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ।

ଭୋର ପ୍ରାୟ ସାଢ଼େ ୪ଟା ବେଳେ ବ୍ୟାଙ୍କ ଭିତରୁ ନିଆଁ ବାହାରୁଥିବା ସୁରକ୍ଷାକର୍ମୀମାନେ ଦେଖିଥିଲେ। ଏହା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ବି ଜଣାପଡ଼ିନାହିଁ।

ବ୍ୟାଙ୍କରେ ନିଆଁ ଲଗିବା ବେଳେ କୌଣସି ସାଇରନ୍ ବାଜି ନ ଥିଲା। ବ୍ୟାଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ମଧ୍ୟ ନ ଥିଲା। ତେଣୁ ଏହି ଅଗ୍ନିକାଣ୍ଡ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଅନ୍ୟପକ୍ଷରେ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story