କୋଲକାତାରୁ ଲୁଟ୍‌ ଟଙ୍କା ସୋରରୁ ଉଦ୍ଧାର, ୨ ଗିରଫ

ସୋର: କୋଲକାତା ଓ ସୋର ପୋଲିସ୍‌ ଆଜି ମିଳିତ ଭାବେ ରାଇପିତାମ୍ୱର ଏବଂ ବାରିଙ୍ଗିଆରେ ଚଢ଼ାଉ କରି କୋଟିଏ ୧୦ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ନବ କିଶୋର ରାଉତ ଓ ସରୋଜ ଗିରିଙ୍କୁ ଗିରଫ କରାଯାଇଛି। କୋଲକାତା ଭାସ୍ତାଲା ବଡ ବଜାରରେ ସନ୍ତୋଷ କୁମାର ପୋଦ୍ଦାରଙ୍କ ଅଳଙ୍କାର ଦୋକାନରେ ନବ ଓ ସରୋଜ କାମ କରୁଥିଲେ। ସୁଯୋଗ ଦେଖି ଏହି ଦୁଇ ଜଣ ଟଙ୍କା ଧରି ଫେରାର ହୋଇ ଯାଇଥିଲେ।

soro

soro

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 06:05 PM IST

Sports

Latest News

soroସୋର: କୋଲକାତା ଓ ସୋର ପୋଲିସ୍‌ ଆଜି ମିଳିତ ଭାବେ ରାଇପିତାମ୍ୱର ଏବଂ ବାରିଙ୍ଗିଆରେ ଚଢ଼ାଉ କରି କୋଟିଏ ୧୦ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ନବ କିଶୋର ରାଉତ ଓ ସରୋଜ ଗିରିଙ୍କୁ ଗିରଫ କରାଯାଇଛି।

କୋଲକାତା ଭାସ୍ତାଲା ବଡ ବଜାରରେ ସନ୍ତୋଷ କୁମାର ପୋଦ୍ଦାରଙ୍କ ଅଳଙ୍କାର ଦୋକାନରେ ନବ ଓ ସରୋଜ କାମ କରୁଥିଲେ। ସୁଯୋଗ ଦେଖି ଏହି ଦୁଇ ଜଣ ଟଙ୍କା ଧରି ଫେରାର ହୋଇ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story