କୋରାପୁଟ୍‌ ଜିଲ୍ଲା ବିଜେଡି ସଭାପତି ହେଲେ ଝିନ୍ନ ହିକକା, ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ହେଲେ ଲାଲବିହାରୀ ହିମରିକା ଓ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ହେଲେ ପ୍ରହଲ୍ଲାଦ ତ୍ରିପାଠୀ