ନିହତ ମାଓବାଦୀଙ୍କ ମୃତଦେହ ନେଲେ ୭ ପରିବାର

ମାଲକାନଗିରି: ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଣ୍ଟରରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତଦେହଗୁଡ଼ିକୁ ନେବା ପାଇଁ  ଗତକାଲି ରାତିରେ ୧୦ଟି ପରିବାର ମାଲକାନଗିରି ଆସିଥିଲେ। ୭ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ବିପ୍ଳବୀ କବି ବର୍ବରା ରାଓଙ୍କ ସହ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଏହି ପରିବାରମାନେ ଆସିଥିଲେ। ମାଓ ନେତା ‘ଆର୍‌କେ’ଙ୍କ ପତ୍ନୀ ପଦ୍ମା ତାଙ୍କ ପୁଅ ମୁନାର ମୃତଦେହ ନେଇଛନ୍ତି। ଏନ୍‌କାଉଣ୍ଟରରେ ମୁନାର ମୃତ୍ୟୁ ହୋଇଛି। […]

mao-family

mao-family

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 10:33 PM IST

ମାଲକାନଗିରି: ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଣ୍ଟରରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତଦେହଗୁଡ଼ିକୁ ନେବା ପାଇଁ  ଗତକାଲି ରାତିରେ ୧୦ଟି ପରିବାର ମାଲକାନଗିରି ଆସିଥିଲେ। ୭ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ବିପ୍ଳବୀ କବି ବର୍ବରା ରାଓଙ୍କ ସହ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଏହି ପରିବାରମାନେ ଆସିଥିଲେ। ମାଓ ନେତା ‘ଆର୍‌କେ’ଙ୍କ ପତ୍ନୀ ପଦ୍ମା ତାଙ୍କ ପୁଅ ମୁନାର ମୃତଦେହ ନେଇଛନ୍ତି। ଏନ୍‌କାଉଣ୍ଟରରେ ମୁନାର ମୃତ୍ୟୁ ହୋଇଛି।

ମୃତ ୨୮ ମାଓବାଦୀଙ୍କ ମଧ୍ୟରୁ ଆଜି ଆଉ ୪ଟି ମୃତଦେହକୁ ମାଲକାନଗିରି ଅଣାଯାଇଛି। ଏନ୍‌କାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ୍‌ ବେଳେ ଏହି ମୃତଦେହଗୁଡ଼ିକୁ ଠାବ କରାଯାଇଥିଲା।

ଅନ୍ୟପକ୍ଷରେ ଆଜି ଆଇଜି (ଅପରେସନ୍) ଆର୍‌.ପି କୋଚେ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌.ସାଇନି ମାଲକାନଗିରିରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

ମାଓନେତା ରାମକ୍ରଷ୍ଣାଙ୍କ ପତ୍ନୀ ପଦ୍ମା କହିଛନ୍ତି,“ସାଧାରଣ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ ମାଓବାଦୀ ସୃଷ୍ଟି ହେଉଛନ୍ତି। ଏହି କାରଣରୁ ମୋ ସ୍ୱାମୀ ମାଓବାଦୀ ବନିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story